Before Header

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

0 264

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ଅଧିବେଶନର ତୃତୀୟ ଦିନ ଗୃହ କାର୍ଯ୍ୟ ଆରମ୍ଭ । ପ୍ରଶ୍ନକାଳରେ ବିରୋଧୀଙ୍କ ହଟ୍ଟଗୋଳ । ପୋଡ଼ିୟମ୍ ତଳେ ଆଦିବାସୀ ପ୍ରସଙ୍ଗକୁ ନେଇ ପୁଣି ବିରୋଧୀ ବିଜେପି କଂଗ୍ରେସ ପକ୍ଷରୁ ଜୋରଦାର ହଟ୍ଟଗୋଳ । ଅପରାହ୍ନ ଚାରିଟା ଯାଏଁ ମୁଲତବୀ । ମୁଲତବୀ ଘୋଷଣା କଲେ ବାଚସ୍ପତି ।

Leave A Reply

Your email address will not be published.