Masthead

ଟାଟା ବିରୋଧରେ ପୁଣି ଗର୍ଜିଲେ ଆବଦିବାସୀ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଟାଟା ବିରୋଧରେ ପୁଣି ଆଦିବାସୀ ମେଳି । ଆଦିବାସୀଙ୍କୁ ଶୋଷଣ ନୀତିରେ ଟାଟା ଚଲାଇଛି ଷଡ଼ଯନ୍ତ୍ର । ଏହାର ପ୍ରତିବାଦରେ ଟାଟା ବିରୋଧରେ ପୁଣି ବୀର ଭୂମୀରେ ଆଦିବାସୀ ମେଳି ହୋଇଥିବା ଦେଖିବାକୁ ମିଳିଛି । ୨୦୦୬ ରେ କଳିଙ୍ଗନଗରରେ ଟାଟା ସ୍ଥାପନ ହୋଇଥିଲା । ଏଥିପାଇଁ ଗୋବରଘଟି ଓ କଳିଙ୍ଗନଗର ଆଦିବାସୀମାନେ ବିସ୍ଥାପିତ ହୋଇଥିଲେ । ଯାହାକୁ ବିରୋଧ କରି ୨୦୦୬ ଜାନୁଆରୀ ୨ ରେ ପୋଲିସ ଗୁଳିରେ ଟଳି ପଡିଥିଲେ ୧୪ ଜଣ ଆଦିବାସୀ ।

ମାତ୍ର ଏହାର ୧୪ ବର୍ଷ ବିତି ଯାଇଥିଲେ ବି ବିସ୍ଥାପିତ ଆଦିବାସୀ ମାନଙ୍କ ଦୁଃଖ ସରୁନି । ଆଜିବି ବିସ୍ଥାପିତ ଆଦିବାସୀଙ୍କ ଆଖିରୁ ଝରୁଛି ଲୁହ । ତେବେ ଦୀର୍ଘ ୧୪ ବର୍ଷ ପରେ ପୁଣି ଟାଟା ବିରୋଧରେ ଉଠିଛି ସ୍ୱର । ଆଦିବାସୀ ମାରଣା ନୀତି ଚଳିବ ନାହିଁ ର ନାରା ଦେଇ ଟାଟା ବିରୋଧରେ ଗର୍ଜିଛନ୍ତି ଆଦିବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ