Masthead

ଦେଶରେ ଆରମ୍ଭ ହେବ ବୁଲେଟ ଟ୍ରେନ ସେବା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୁଲେଟ୍ ଟ୍ରେନ ସେବା । ଦିଲ୍ଲୀ ରୁ ବାରଣାସୀ ପର୍ୟ୍ୟନ୍ତ ଆରମ୍ଭ ହେବ ଏହି ସେବା । ଦେଶରେ ବୁଲେଟ୍ ଟ୍ରେନ୍ ଚଳାଇବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ସଂସ୍ଥା ନେସନାଲ ହାଇ ସ୍ପିଡ୍ ରେଲ୍ କର୍ପୋରେସେନ୍ ଲିମିଟେଡର ସୂଚନା ମୁତାବକ ସେପ୍ଟେମ୍ବର ମାସ ସୁଦ୍ଧା ଦିଲ୍ଲୀ-ବାରଣାସୀ କରିଡର କାମ ଶେଷ ହୋଇଯିବ । ଦିଲ୍ଲୀର ଖାନ ମାର୍କେଟରୁ ବାରଣାସୀ ପର୍ୟ୍ୟନ୍ତ ପ୍ରାୟ ୮୬୫ କି.ମି ରୁଟ୍ରେ ବୁଲେଟ ଟ୍ରେନ୍ ଚଳାଚଳ ହେବ ।

ଏହା ସହିତ ଯମୁନା ଏକ୍ସପ୍ରେସ୍ଓ୍ବେରେ ହେବାକୁ ଥିବା ଏୟରପୋର୍ଟକୁ ମଧ୍ୟ ବୁଲେଟ୍ ଟ୍ରେନର ରାସ୍ତା ସଂଯୋଗ କରାଯିବ । ନୋଏଡାର ସେକ୍ଟର ୧୪୪ରେ ପ୍ରଥମ ଷ୍ଟେସନ୍ ନିର୍ମାଣ ହେବ । ସେହିଭଳି ବୁଲେଟ୍ ଟ୍ରେନର ଦ୍ବିତୀୟ ଷ୍ଟେସନ ଜେଓ୍ବର ଆନ୍ତର୍ଜାତୀୟ ବିମାନବନ୍ଦରରେ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା