Masthead

ଉଦ୍ଧବଙ୍କ ଫାର୍ମ ହାଉସ ଟଙ୍କାର ଗୋଦାମ, ଯାଞ୍ଚ ହେବା ଦରକାର: ନିତେଶ ରାଣେ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ନୋଟବନ୍ଦୀକୁ ନେଇ ଆରବିଆଇ ନିଷ୍ପତ୍ତି ପରେ ତେଜୁଛି ରାଜନୀତି । ବିଜେପିର ବିଧାୟକ ନିତେଶ ରାଣେ ଉଦ୍ଧବ ଠାକରେଙ୍କ ନାଁ ଆଣିଛନ୍ତି ବଡ଼ ଅଭିଯୋଗ । ସେ କହିଛନ୍ତି ଉଦ୍ଧବଙ୍କ ଫାର୍ମ ହାଉସରେ ଟଙ୍କାର ଗୋଦାମ । ସେଠି ରହିଛି ୨ ହଜାର ଟଙ୍କିଆ ନୋଟ । ଉଦ୍ଧବ ଠାକରେଙ୍କ କର୍ଜତ ଫାର୍ମ ହାଉସରେ ଅଣ୍ଡରଗ୍ରାଉଣ୍ଡ ଟଙ୍କାର ଗୋଦାମ କରାଯାଇଛି । ଯାହାର ଯାଞ୍ଚ ହେବା ଦରକାର।

ଶିବସେନା ନେତା ସଞ୍ଜୟ ରାଉତ ୨୦୦୦ଟଙ୍କା ନୋଟକୁ ପ୍ରଚଳନରୁ ହଟାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଘୋଷଣା କରିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଦେଶର ବ୍ୟବସ୍ଥା ସରକାରଙ୍କ ଦାସ ଭଳି କାମ କରୁଛି। ସଞ୍ଜୟ ରାଉତଙ୍କ ଏହି ବୟାନରେ ନିତେଶ ରାଣେ କହିଛନ୍ତି ଯେ ଦୁର୍ନୀତିର ଅର୍ଥରୁ ମିଳିଥିବା ୨୦୦୦ ଟଙ୍କିଆ ନୋଟର ବଣ୍ଡଲ କର୍ଜାଟ ଫାର୍ମ ହାଉସରେ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା