Masthead

ବିଜେଡି ଛାଡିଲେ ନାରୀନେତ୍ରୀ ସୁକାନ୍ତି ଜୟପୁରିଆ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ାରେ ବିଜେଡିକୁ ବଡ଼ ଝଟକା । ଦଳ ଛାଡିଲେ ଦଳର ମୂଳ ସଂଗଠିକା ତଥା ନାରୀନେତ୍ରୀ ସୁକାନ୍ତି ଜୟପୁରିଆ । ଦଳରେ ତାଙ୍କୁ କୋଣଠେସା କରାଯାଉଥିବାରୁ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଲେ । ଦୀର୍ଘ ୨୦ ବର୍ଷ ଧରି ସେ ଦଳରେ କାର୍ଯ୍ୟ କରି ଆସୁଥିଲେ। ଲଇକେରା, କିର୍ମିରା ଓ କୋଲାବିରା ଅଞ୍ଚଳରେ ତାଙ୍କର ଭଲ ସଂଗଠନ ରହିଛି।

ବିଭିନ୍ନ ସ୍ଥାନରୁ ସେ ଲଗାତାର ଭାବେ ଚାରି ଚାରି ଥର ନିର୍ବାଚିତ ହୋଇଥିବା ବେଳେ ବର୍ତ୍ତମାନ ସାହାସପୁର ପଞ୍ଚାୟତର ସରପଂଚ ଅଛନ୍ତି। ଲଗାତାର ଭାବେ ଦୀପାଳିଙ୍କୁ ଦ୍ଵିତୀୟ ଦିନରେ ଦ୍ଵିତୀୟ ଝଟକା । ଉପ ନିର୍ବାଚନ ସମୟରେ ବିଜୁ ଜନତା ଦଳ ରୁ ଆଶାୟୀ ପ୍ରାର୍ଥୀ ଭାବେ ଟିକେଟ ମାଗି ଚର୍ଚ୍ଚାରେ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା