Masthead

ହିନ୍ଦୀ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶହା କହିଛନ୍ତି,ଦେଶକୁ ଏକତାର ସୁତ୍ରରେ ବାନ୍ଧିବାରେ ହିନ୍ଦୀ ଭାଷାର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି ରହିଛି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ହିନ୍ଦୀ ଦିବସ । ଦେଶରେ ପ୍ରାୟ ୭୭ ପ୍ରତିଶତ ଲୋକ ହିନ୍ଦୀ କହିଥାନ୍ତି । ଦେଶରେ ହିନ୍ଦୀ ଭାଷାକୁ ଅଣଦେଖା ରୋକିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ । ୧୯୫୩ ମସିହାରେ ପ୍ରଥମ କରି ହିନ୍ଦୀ ଦିବସ ପାଳନ ହୋଇଥିଲା ।ଭାରତୀୟ ସଂସ୍କୃତିର ଅତୁଟ ଅଂଶ ହିନ୍ଦୀ ଭାଷା । ଯୁଗ ଯୁଗରୁ ସମଗ୍ର ଦେଶକୁ ଏକଜୁଟ କରିବାରେ ହିନ୍ଦୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏହି ହିନ୍ଦୀ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶହା କହିଛନ୍ତି, “ଦେଶକୁ ଏକତାର ସୁତ୍ରରେ ବାନ୍ଧି ରଖିଛି ହିନ୍ଦୀ ଭାଷା । ଦେଶବାସୀଙ୍କୁ ଏକଜୁଟ କରିବାରେ ହିନ୍ଦୀର ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଦୁନିଆର ସବୁଠୁ ବଡ ଗଣତନ୍ତ୍ର ଭାରତର ଭାଷାର ବିଭିଧତାକୁ ଏକତାର ସୁତ୍ରରେ ବାନ୍ଧି ରଖିବାର ନାମ ହେଉଛି ହିନ୍ଦୀ । ହିନ୍ଦୀ ଦିବସ ଅବସରରେ ରାଷ୍ଟଭାଷା ହିନ୍ଦୀ ସହିତ ସମସ୍ତ ଭାରତୀୟ ଭାଷାକୁ ସଶକ୍ତ କରିବାକୁ ସଂକଳ୍ପ ନେବା”।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ