Masthead

ଉତ୍ତରପ୍ରଦେଶ ଉପ-ନିର୍ବାଚନ: ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ବିରୋଧରେ ଆପ୍ ନେତା କର୍ଣ୍ଣେଲ ଅଜୟ କୋଥିଆଲ

(ବଡ଼ ଖବର ବ୍ୟୁରୋ): ଆମ୍ ଆଦମି ପାର୍ଟି (ଏଏପି)ରେ ଯୋଗ ଦେଇଥିବା କର୍ଣ୍ଣେଲ ଅଜୟ କୋଥିଆଲ (ଅବସରପ୍ରାପ୍ତ) ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଗୁରୁବାର ଦିନ ଡେରାଡୁନରେ ଏକ ସାମ୍ବାଦିକ ସମ୍ମିଳନୀରେ ଆମ ଆଦମୀ ପାର୍ଟି ଏହି ଘୋଷଣା କରିଛି ।

ଗଙ୍ଗୋତ୍ରୀ ଆସନ ପାଇଁ ଅଜୟ କୋଥିଆଲଙ୍କ ନାମ ଘୋଷଣା ହେବା ପରେ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି କର୍ଣ୍ଣେଲ ସାର ଶୁଭେଚ୍ଛା । ଆପଣ ସେନାବାହିନୀରେ ଜୀବନ ଦେଇ ଦେଶକୁ ରକ୍ଷା କରିଛନ୍ତି । ଏବେ ଉତ୍ତରାଖଣ୍ଡ ଆପଣଙ୍କୁ ଚାହିଁ ବସିଛି । ଏଠାରେ ଥିବା ଦୁର୍ନୀତିଗ୍ରସ୍ତ ରାଜନୀତିକୁ ସଫା କରିବାକୁ ପଡ଼ିବ ।

ଏହା ଉପରେ ଅଜୟ କୋଥିଆଲ କହିଛନ୍ତି ଯେ, ପାଞ୍ଚ ବର୍ଷରେ ବିଜେପି ଉତ୍ତର ପ୍ରଦେଶକୁ ନଷ୍ଟ କରି ଦେଇଛି । ମୁଁ ସେ ଭାଗ୍ୟବାନ ଯେ, ଗଙ୍ଗୋତ୍ରୀରୁ ମୁଁ ନିର୍ବାଚନ ଲଢ଼ୁଛି । ମୁଁ ଗଙ୍ଗୋତ୍ରୀର ଅନେକ ଗାଁକୁ ଯାଇଛି । ଲୋକମାନେ ସେଠାରେ ଅନେକ ଦୁଃଖରେ ଅଛନ୍ତି । ମୋର ବିଶ୍ୱାସ କି ଏଥର ଲୋକମାନଙ୍କର ଜିତ ହେବ । ଜୟ ହିନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା