Masthead

ଗୁଲଶନ କୁମାର ହତ୍ୟା ମାମଲା, ମର୍ଚାଣ୍ଟଙ୍କ ଦଣ୍ଡ ଅକ୍ଷୁର୍ଣ୍ଣ ରହିବ

(ବଡ଼ ଖବର ବ୍ୟୁରୋ): ଟି-ସିରିଜର ପ୍ରତିଷ୍ଠାତା ଗୁଲଶନ କୁମାରଙ୍କ ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ରାଉଫ ମର୍ଚାଣ୍ଟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜଷ୍ଟିସ୍ ଯାଦବ ଏବଂ ବୋରକର ଏକ ବ୍ୟାଞ୍ଚ ଏହି ମାମଲାର ଶୁଣାଣି କରିଥିଲେ । ଗୁଲଶନ କୁମାରଙ୍କ ହତ୍ୟା ସହ ଜଡିତ ମୋଟ ୪ଟି ଆବେଦନ ବମ୍ବେ ହାଇକୋର୍ଟକୁ ଆସିଛି । ଏଥିରେ ରାଉଫ ମର୍ଚାଣ୍ଟ, ରାକେଶ ଚଞ୍ଚଲା ପିନ୍ନାମ ଏବଂ ରାକେଶ ଖୋକରଙ୍କ ଦୋଷ ବିରୋଧରେ ୩ଟି ଆବେଦନ କରାଯାଇଥିଲା । ଗୁଲଶନ କୁମାର ହତ୍ୟା ମାମଲାରେ ମର୍ଚାଣ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ବର୍ତ୍ତମାନ କୋର୍ଟ ତାଙ୍କ ଦଣ୍ଡାଦେଶ ଶୁଣାଇଛନ୍ତି ।

ମହାରାଷ୍ଟ୍ର ସରକାର ରମେଶ ତରାନୀଙ୍କ ନିର୍ଦ୍ଦୋଷରେ ଖୋଲାସ ହେବା ବିରୋଧରେ ଆଉ ଏକ ଆବେଦନ କରିଥିଲେ । ତେବେ ମହାରାଷ୍ଟ୍ର ସରକାରଙ୍କ ତରାନୀଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ତାଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

୧୨ ଅଗଷ୍ଟ ୧୯୯୭ ମସିହାରେ ମୁମ୍ବାଇର ଏକ ମନ୍ଦିର ବାହାରେ ଗୁଲସନ କୁମାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେତେବେଳେ ସେ ପୂଜା କରିବା ପରେ ମନ୍ଦିରରୁ ବାହାରକୁ ଆସୁଥିଲେ । ତା’ପରେ ହଠାତ ବାଇକ୍ ଆରୋହୀମାନେ ତାଙ୍କ ଉପରକୁ ୧୬ଟି ଗୁଳି ଚଳାଇଲଥିଲେ । ଗୁଲଶନ କୁମାରଙ୍କ ଘଟଣାସ୍ତଳରେ ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା