Masthead

ଅନ୍ଧବିଶ୍ୱାସ ପାଇଁ ଶବକୁ ଛୁଇଁଲେ ନାହିଁ ଗାଁ ଲେକେ

ବାଲେଶ୍ବର (ବଡ଼ ଖବର ବ୍ୟୁରୋ): କୁପ୍ରଥା ଓ ଅନ୍ଧ ବିଶ୍ୱାସ ପାଇଁ ଶବକୁ ଛୁଇଁଲେ ନାହିଁ ଗାଁ ଲେକେ । ଦୁଇ ଦିନ ଧରି ଘର ବାରଣ୍ଡାରେ ପୁଅର ଶବକୁ ଧରି ବସିଥିଲା ମାଆ ।  ଗାଁ ଲୋକଙ୍କ ବାଛନ୍ଦ ପାଇଁ ୨୪ଘଣ୍ଟା ପଡ଼ି ରହିଥିଲା ଶବ । ଶେଷରେ  ସ୍ୱେଚ୍ଛା ସେବୀ ସଂଗଠନ “ମେ ଆଇ ହେଲ୍ପ ୟୁ” ହତାରେ ହେଲା ଶବ ସତ୍କାର ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶଶ୍ୱର ଜିଲ୍ଲା ଜଳେଶ୍ବର ନାମ୍ପୋ ଅଞ୍ଚଳରେ । ଡାହାଣୀ ସନ୍ଦେହରେ ଉକ୍ତ ପରିବାରକୁ ଦୀର୍ଘ ୧୦ ଧରି ଗାଁ ଲେକେ କରିଥିଲେ ବାଛନ୍ଦ । ଯେଉଁଠି ମଣିଷ ମଲା ପରେ ବି ଗାଁ ଲେକେ କାନ୍ଧ ସେବାକୁ ଆସିଲେ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ