Before Header

ସବରକର ଜୟନ୍ତୀରେ ନୂଆ ସଂସଦ ଭବନ ଉଦଘାଟନ

0 30

ନୂଆଦଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦ ଭବନ ଉଦଘାଟନ ହେଲା । ଆଜିଥିଲା ସବରକର ଜୟନ୍ତୀ ପାଳନ କରାଯାଇଛି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବରକରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାପରେ ସଂସଦ ଭବନକୁ ଆସିଥିଲେ । ଲୋକସଭା ବାଚସ୍ପତି ଓମ ବିର୍ଲା, ଜେପି ନଡ୍ଡାଙ୍କ ସମେତ ବିଜେପି ନେତା ସଂସଦରେ ସବରକରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ୧୮୮୩ ମେ ୨୮ରେ ମହାରାଷ୍ଟ୍ରର ନାଶିକ ଜିଲ୍ଲାର ଭାଗୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସବରକର।

Leave A Reply

Your email address will not be published.