Masthead

ପଶ୍ଚିମବଙ୍ଗରେ ପୁନଃମତଦାନ;୬୯୭ବୁଥରେ କରାଯାଉଛି ସାନି ଭୋଟିଂ

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ପୁନଃମତଦାନ । ୬୯୭ବୁଥରେ କରାଯାଉଛି ସାନି ଭୋଟିଂ । ପଂଚାୟତ ନିର୍ବାଚନ ବେଲେ ବ୍ୟାପକ ହିଂସା ଓ ବୁଥ କ୍ୟାପଚରିଂ କରାଯାଇଥିଲା । ଯାହାଦ୍ୱାରା ମତଦାନରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ତେଣୁ ସାନି ମତଦାନ ପାଇଁ ଘୋଷଣା କରିଥିଲେ ରାଜ୍ୟ ନିର୍ବାଚନ କମିଶନ । ଆଜି ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ । ସଂଧ୍ୟା ୫ ପର୍ଯ୍ୟନ୍ତ ଚାଲିବ ମତଦାନ ।

ମୁର୍ଶୀଦାବାଦର ୧୭୫ଟି ବୁଥ୍‌, ମାଲଦାର ୧୧୨ ବୁଥ୍‌, ନଦୀଆର ୮୯ ବୁଥ୍‌, ଉତ୍ତର ୨୪ ପ୍ରଗଣାର ୪୬ ବୁଥ୍‌, ଦକ୍ଷିଣ ୨୪ ପ୍ରଗଣାର ୩୬ ବୁଥ୍‌, ପୂର୍ବମେଦିନୀପୁରର ୩୧ ବୁଥ୍‌, ହୁଗୁଳିର ୨୯ ବୁଥ୍‌, ଦକ୍ଷିଣ ଦିନାଜପୁରର ୧୮ ବୁଥ୍‌, ଜାଲପାଇଗୁରୀର ୧୪ ବୁଥ୍‌, ବୀରଭୂମୀର ୧୪ ବୁଥ୍‌, ପଶ୍ଚିମ ମେଦିନାପୁରର ୧୦ ବୁଥ୍‌, ବାଙ୍ଗରାର ୮ ବୁଥ୍‌, ହାୱଡ଼ାର ୮ ବୁଥ୍‌, ପଶ୍ଚିମ ବର୍ଦ୍ଧମାନର ୬ ବୁଥ୍‌, ପୁରୁଲିର ୪ ବୁଥ୍‌, ପୂର୍ବ ବର୍ଦ୍ଧମାନର ୩ ବୁଥ୍‌ରେ ଓ ଆଲିପୁରଦୁଆରର ଗୋଟିଏ ବୁଥ୍‌ରେ ସାନି ମତଦାନ ହେଉଛି । ସେପଟେ ହିଂସାରେ ୨୦ ଜଣଙ୍କ ଜୀବନ ଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା