Masthead

ଭୟଙ୍କର ଅପରାଧ ଘଟଇବାକୁ ଗଜେନ୍ଦ୍ରକୁ କିଏ ଦେଲା ସାହାସ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗଜେନ୍ଦ୍ର ଦଳାଇର ସୁରକ୍ଷାଦାତା କିଏ? କିଏ ଦେଉଛି ଭ୍ରଷ୍ଟ ଠିକାଦାରକୁ ସୁରକ୍ଷା । ଗଜେନ୍ଦ୍ର ସୁରକ୍ଷା ପାଇଁ କିଏ ପକାଉଛି ଚାପ । ଏତେ ବଡ଼ ଘଟଣା ପରେ ପୋଲିସ ଚୁପ ବସିଥିଲା କାହିଁକି । ଗଜେନ୍ଦ୍ର କ’ଣ ଆଇନ ଠୁ ଉଦ୍ଧ୍ୱର୍ରେ । ଭୟଙ୍କର ଅପରାଧ ଘଟଇବାକୁ ଭ୍ରଷ୍ଟ ଠିକାଦାରକୁ କିଏ ଦେଲା ସାହାସ । ସାମ୍ବାଦିକଙ୍କୁ ଏ ଭଳି ଆକ୍ରମଣ ହେଲେ ଦୁର୍ନୀତି ବିରୋଧରେ ଖବର କରିବ କିଏ? ସାମ୍ବାଦିକଙ୍କ ସୁରକ୍ଷା କେବେ ସୁନିଶ୍ଚିତ କରିବେ ସରକାର ।

ସାମ୍ବାଦିକଙ୍କୁ ଆକ୍ରମଣ ହେଲେ ପୋଲିସ ଦୁର୍ନୀତିଗ୍ରସ୍ତକୁ କାହିଁକି ସୁରକ୍ଷା ଦେଉଛି । ଏତେ ବଡ଼ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ସରକାର କେବେ ନେବେ ପଦକ୍ଷେପ । ଆଜି ବିଜୟ କାଲି ଆଉ କେଉଁ ସାମ୍ବାଦିକ ହେବେ ଶିକାର । ସରକାର ଚୁପ କାହିଁକି? ବଲାଙ୍ଗୀର ନେତାମାନେ ଚୁପ ବସିଛନ୍ତି କାହିଁକି? ଠିକାଦାରଙ୍କ ବିରୋଧରେ ମୁହଁ ଖୋଲିବାକୁ ନେତା ଡରୁଛନ୍ତି କି?

ଗଜେନ୍ଦ୍ରଙ୍କ ଭଳି ଭ୍ରଷ୍ଟ ଠିକାଦାରଙ୍କ ପକେଟରେ ଅଛି କି ପୋଲିସ ପ୍ରଶାସନ ? ଠିକାଦାରକୁ ଖସେଇ ଦେବାକୁ ପ୍ରଶାସନରେ ହେଉଛି କି ଉଦ୍ୟମ? ବିଜୟଙ୍କୁ ଆକ୍ରମଣ ସବୁ ସାମ୍ବାଦିକଙ୍କୁ ଆକ୍ରମଣ । ଚତୁର୍ଥ ସ୍ତମ୍ବ ଉପରେ ଆକ୍ରମଣକୁ କାହିଁକି ସହୁଛନ୍ତି ସରକାର ? କେଉଁ ନେତା ଅଫିସର ବଳରେ ବଳିୟାନ ଭ୍ରଷ୍ଟ ଠିକାଦାର । ସାମ୍ବାଦିଙ୍କ ସୁରକ୍ଷା ସୁନିଶ୍ଚିତ ନ ହେଲେ ଆଗକୁ ହେବ ଜନ ଆନେ୍ଦାଳନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି