Masthead

ପ୍ରଦୀପଙ୍କ ପରେ କିଏ ଧରିବ ପିପିଲି ମଙ୍ଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପିପିଲି ଉପ ନିର୍ବାଚନରେ କିଏ ଧରିବ ଶଙ୍ଖ । ଏକଥା ଥୟ ପ୍ରଦୀପ ମହାରଥୀଙ୍କ ପରିବାରରୁ ହିଁ ଜଣେ ହେବ ବିଜେଡି ପ୍ରାର୍ଥୀ । ତେବେ ସେ ଜଣକ କିଏ ? ତାକୁ ନେଇ ଅଙ୍କକଷା ବଢୁଛି । କାହିଁକି ନା ପ୍ରଦୀପଙ୍କ ପତ୍ନୀ ପ୍ରତିଭା ଓ ପ୍ରଦୀପଙ୍କ ପୁଅ ରୁଦ୍ର, ଉଭୟ ଚିକଟ ଆଶାୟୀ । ଏତିକି ବେଳେ ବିଜେଡି ଚଳାଇଛି ଗୋଟି । ପୂର୍ବରୁ ବିଧାୟକ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା । ଆଉ ମଙ୍ଗଳବାର ପିପିଲିରୁ ରାଜଧାନୀ ଆସିଥିଲେ ଶଙ୍ଖ ଦଳରୁ ଜିତିଥିବା ତୃଣମୂଳସ୍ତରର ଜନପ୍ରତିନିଧିମାନେ । ସଙ୍ଗଠନ ପାଇଁ କାମ କରୁଥିବା ନେତା, କର୍ମୀମାନେ ବି ଥିଲେ । ପର୍ଯ୍ୟବେକ୍ଷକଙ୍କୁ ଭେଟି ଉପନିର୍ବାଚନ ପ୍ରାର୍ଥୀ ସଂପର୍କରେ ଆଲୋଚନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା