Masthead

ବନ୍ଧୁ ପାଇଁ ଦିନଟିଏ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ୱାର୍ଲ୍ଡ ଫ୍ରେଣ୍ଡସିପ ଡେ । ଏହି ଦିନଟିକୁ ଆମେ ବନ୍ଧୁ ପାଇଁ ମନେଇଥାଉ । ରକ୍ତର ସମ୍ପର୍କଠୁ ବି ଅଧିକ ନିବିଡ଼ ବନ୍ଧୁର ସମ୍ପର୍କ, ଆଜି ସେହି ବନ୍ଧୁ ପାଇଁ ଦିନଟିଏ ଆଜିର ଦିନକୁ ସାରା ବିଶ୍ବରରେ ବନ୍ଧୁ ଦିବସ ଭାବେ ସେଲିବ୍ରେଟ କରାଯାଏ । ପ୍ରତି ବର୍ଷର ଅଗଷ୍ଟ ମାସର ପ୍ରଥମ ରବିବାର ଦିନଟିକୁ ୱାର୍ଲ୍ଡ ଫ୍ରେଣ୍ଡସିପ ଡେ ଭାବେ ମନେଇ ଥାଏ ସାରା ବିଶ୍ୱ ।

ସୁଃଖ ଦୁଃଖରେ ସାଥି ଯିଏ ସେ ପ୍ରକୃତ ବନ୍ଧୁ । ଖାଲି ସୁଖରେ ନୁହେଁ ବିଶେଷ କରି ଦୁଖଃ ସମୟରେ ଯିଏ ତୁମ ସହିତ ଠିଆ ହୋଇଥାଏ ସେ ପ୍ରକୃତ ବନ୍ଧୁ । ସବୁବେଳେ ଅଗକୁ ବଢିବା ସିଖାଇ ଥାଏ ଜୀବନରେ ସବୁବେଳେ ଭଲ କାମରେ ଉତ୍ସାହିତ କରିବା ସହିତ ଖରାପ କାମରୁ ତୁମକୁ ଦୂରେଇ ରଖିଥାଏ ସେ ପ୍ରକୃତ ବନ୍ଧୁ । ଯେ ଧନୀ ଗରିବର ପାର୍ଥକ୍ୟ ଦେଖେନି ସେ ପ୍ରକୃତ ବନ୍ଧୁ ।

ସ୍ୱାର୍ଥପର ଦୁନିଆରେ ସର୍ତ୍ତ ନରଖୁଥିବା ମଣିଷ ଲୁହ ପୋଛିଦେଇ, କାନ୍ଧରେ ହାତ ରଖି ସାହସ ଦେଉଥିବା ଦମ୍ଭ ଦେଉଥିବା ବ୍ୟକ୍ତି ପ୍ରକୃତ ବନ୍ଧୁ । ବନ୍ଧୁତ୍ୱ ଅସୀମ , ଅମାପ ପ୍ରେମ ଶ୍ରଦ୍ଧା ଯତ୍ନରେ ଭରା ଅମୁଲ୍ୟ ସଂପର୍କ ଟିଏ । ଦିନ ପରେ ଦିନ ମାସ ପରେ ମାସ ବର୍ଷ ପରେ ବର୍ଷ ଯେଉଁ ବ୍ୟକ୍ତି ସହ ବିତି ଯାଏ ଆଉ ଆମକୁ ସମୟ ଜଣା ପଡେ ନାହିଁ ସେ ହିଁ ତ ପ୍ରକୃତ ବନ୍ଧୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ