ଆସନ୍ତା ୩୦ରୁ ରାଜ୍ୟରେ ପ୍ରବଳ ବର୍ଷା ବଡ଼ ଖବରରାଜ୍ୟ By Bada Khabar Bureau On Jul 28, 2023 Share FacebookTwitterWhatsAppEmailTelegramPrint ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୩୦ରୁ ରାଜ୍ୟରେ ପ୍ରବଳ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି । କଳାହାଣ୍ଡି, ବଲାଙ୍ଗୀରକୁ ୟେଲୋ ୱାର୍ଣ୍ଣିଂ ଜାରି । Share