Masthead

ଜଳ ପ୍ରପାତ ରେ ଦୁଇ ନିଖୋଜ,ଘଟଣା , ଜଣଙ୍କ ର ମୃତ ଦେହ ଉଦ୍ଧାର

ଲହୁଣୀପଡା : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବାଦଲ ଗିରି ଜଳ ପ୍ରପାତ ରେ ଗାଧୋଉଥିବା ବେଳେ ଦୁଇ ଜଣ ନିଖୋଜ ଥିବା ବେଳେ ଅଗ୍ନିଶମ ବିଭାଗ ଜଣ ଙ୍କର ମୃତ ଦେହ ଉଦ୍ଧାର କରି ଥିବାବେଳେ ଅନ୍ୟ ଜଣ ଙ୍କର ମୃତ ଦେହ ର ପତା ମିଳିନି, ଅନ୍ଧାର ଏବଂ ଜଙ୍ଗଲ ମାଓବାଦୀ ଅଞ୍ଚଳ ହୋଇ ଥିବା ରୁ ଉଦ୍ଧାର କାର୍ଯ୍ୟ ହୋଇ ପାରି ନଥିଲା ଏମାନେ ରାଉରକେଲା କୋଏଲ ନଗର ଅଞ୍ଚଳରୁ ଚାରି ଟି ସ୍କୁଟି ରେ ୮ ଜଣ ଏହି ଜଳ ପ୍ରପାତ କୁ ଆସିଥିବା ବେଳେ ଏମାନ ଙ୍କ ମଧ୍ୟରୁ ସାଇ ସ୍ଵରୂପ ମହାନ୍ତି ଏବଂ ଆନିମେସ ସିହ୍ନା ଗଭିର ପାଣି ରେ ନିଖୋଜ ହୋଇ ଯାଇ ଥିଲେ ପରେ ଘଟଣା ସ୍ତଳ ରେ ଅଗ୍ନିଶମ ବିଭାଗ ଗୁରୁଣ୍ଡିଆ ପୁଲିସ ପହଂଚି ଖୋଜା ଖୋଜି କରି ଏହି ଦୁଇ ଜଣଙ୍କ ମଧ୍ଯରୁ ଜଣ ଙ୍କର ମୃତ୍ଯ ଦେହ ଉଦ୍ଧାର କରି ଥିବା ବେଳେ ଅନ୍ୟ ଜଣ ଙ୍କର ମୃତ ଦେହ ଉଦ୍ଧାର ହୋଇ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ