Masthead

ଜାପାନ ରେ ରିଲିଜ୍ ହେବ ଫିଲ୍ମ ‘କେଜିଏଫ୍’

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ) ଜାପାନ ରେ ଆଜି ରିଲିଜ୍ ହେବ କନଡ ଫିଲ୍ମ ‘କେଜିଏଫ୍’ ।ଏନେଇ ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି ଯେ ଏହି ଫିଲ୍ମ ଟି ସମଗ୍ର ବିଶ୍ୱରେ ଲୋକଙ୍କ ଭଲପାଇବା ସାଉଁଟି ସାରିଲାଣି । ଫିଲ୍ମ ‘କେଜିଏଫ’ ଦୁଇଟି ଚାପ୍ଟର ରହିଛି ।

୧୪ ଜୁଲାଇ ଶୁକ୍ରବାରରେ ‘କେଜିଏଫ’ର ଦୁଇଟି ଚାପ୍ଟର୍ ଜାପାନରେ ରିଲିଜ୍ ହେବ । କେଜିଏଫ୍-୨ ପରେ ଫିଲ୍ମର ଅଭିନେତା ୟସଙ୍କ ରକି ଭାଇ ଲୁକ୍ ଓ ଷ୍ଟାଇଲିସ୍ ଡ୍ରେସ୍ ଦେଖି ଭାରତୀୟ ଦର୍ଶକମାନେ ବହୁତ ଖୁସି ଥିଲେ । ଜାପାନରେ ମଧ୍ୟ ଏହି ଫିଲ୍ମର ରିଲିଜ୍ ପରେ ଜାପାନୀ ଦର୍ଶକମାନଙ୍କୁ ପସନ୍ଦ ଆସିବ ବୋଲି କୁହାଯାଉଛି ।

ହୋମ୍ବଲ ଫିଲ୍ମ ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ଜାପାନୀ ଦର୍ଶକମାନଙ୍କୁ ଏହି ଖୁସି ଖବର ଜଣାଇଥିଲେ । ଜାପାନୀ ଦର୍ଶକମାନେ ଏହି ଘୋଷଣା ଶୁଣି ଅତ୍ୟନ୍ତ ଖୁସି ଥିଲେ । ତେବେ ଆଗକୁ ଜଣାପଡିବ ଫିଲ୍ମଟି ସେମାନଙ୍କ ମନକୁ କେତେ ଛୁଇଁପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା