Masthead

ବିଭାହିତ ମହିଳା ଙ୍କ ବିଷ ପିଇ ମୃତ୍ୟୁ ଅଭିଯୋଗ

ଚିକିତ୍ସିତ ହେଉଥିବା ଦେଢ ବର୍ଷର ଶିଶୁପୁତ୍ର ବି ବୁଜିଲା ଆଖି

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୋବିନ୍ଦ ପୁର୍ ଗ୍ରାମରେ ଜଣେ ବିଭା ହିତା ମହିଳାଙ୍କ ମୃତ୍ୟୁ ହବା ସହିତ ତାଙ୍କର ଦେଢ଼ ବର୍ଷ ର ଶିଶୁ ପୁତ୍ର ଗୁରୁ ତର ହୋଇ ଆଜି ରାଉରକେଲା ଆର୍ ଜି ଏଚ୍ ରେ ଚିକିତ୍ସିତ ଶିଶୁ ବି ବୁଜିଲା ଆଖି । ଗୋବିନ୍ଦପୁର ଗ୍ରାମର ଡମ୍ବରୁ କିଷାନ ଙ୍କ ସ୍ତ୍ରୀ ଅଷ୍ଟମୀ ଙ୍କ ମଧ୍ୟରେ କୌଣସି କାରଣ ରୁ ଝଗଡ଼ା ହୋଇ ଥିବା ବେଳେ ଅଷ୍ଟମୀ ଙ୍କ ମୃତ ଦେହ ଘରୁ ଉଦ୍ଧାର ହେବା ସହ ତାଙ୍କର ଦେଢ ବର୍ଷ ଶିଶୁ ଗୁରୁତର ଭାବେ ଆହତ ହୋଇ ଥିଲା ପରେ ଶିଶୁ କୁ ରାଉରକେଲା କୁ ପଠାଇ ଦେଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ପରିବାର ଲୋକେ ଏହାକୁ ହତ୍ୟା ଅଭିଯୋଗ ଆଣି ଥିବାବେଳେ ମହିଳା ବିଷ ପିଇ ମୃତ୍ୟୁ ଘଟିଛି କି କିପରି ମରିଛନ୍ତି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରା ଯାଉଥିବା ବେଳେ ଶିଶୁ ପୁତ୍ର କିପରି ଭାବରେ ଗୁରୁତର ହେଲା ତାହା ବି ତଦନ୍ତ କରୁଥିବା ବେଳେ ବିଷ ପିଇ ଏପରି ମୃତ୍ୟୁ ହୋଇଛି ବୋଲି ପୋଲିସ ଅନୁମାନ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ