Masthead

ଭିଜିଲାନ୍ସ ଚଢ଼ାଉ

ରାୟଗଡା: ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କାଶିପୁର ଵ୍ଳକ କିରାଣୀ ପ୍ରକାଶ ଚନ୍ଦ୍ର ସାହୁ। କାଶୀପୁର ବ୍ଲକ ଅନ୍ତର୍ଗଜ ଡଙ୍ଗାସିଲ ଗ୍ରାମର ଏକ ଯାତ୍ରୀ ଵିଶ୍ରାମାଗାର ର ନିର୍ମାଣପାଇଁ କିରାଣୀ ପ୍ରକ ଚନ୍ଦ୍ର ସାହୁ ଠିକାଦାର ବିଳାସ କୁମାର ନାୟକ ଙ୍କୁ ୪ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆତିଷ୍ଟ ହୋଇ ଠିକାଦାର ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ମୂଲଚାଲ ପରେ ଆଜି ଟଙ୍କା ଦେବାପାଇଁ ସ୍ଥିର ହୋଇଥିଲା। ରାୟଗଡା ଏବଂ ଭବାନୀପାଟଣା ଭିଜିଲାନ୍ସ ଟିମର ଯୋଜନା ମୁତାବକ କାର୍ଯ୍ୟାଳୟ ଭିତରେ ଟଙ୍କା ଦେଇଥିଲେ। ତେବେ ପୂର୍ବରୁ ଛପି ରହିଥିବା ରାୟଗଡା ଓ ଭବାନୀପାଟଣା ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ ଏବଂ ୪୦୦୦ଟଙ୍କା ହାତରେ ଧରିଥିବା ଅବସ୍ଥାରେ କିରାଣୀ ପ୍ରକାଶ ଙ୍କୁ କାବୁ କରିବାରେ ସମର୍ଥ ହୋଇଥିଲେ। ଘଟଣା ସ୍ଥଳରେ କିରାଣୀ ପ୍ରକାଶଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତକୁ ରାୟଗଡ଼ା କାର୍ଯ୍ୟାଳୟକୁ ଆଣି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରାଯିବ ବୋଲି ସୂଚନା ଡିଏସପି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି