କର୍ଣ୍ଣାଟକରେ କଂଗ୍ରେସର ବିଜୟ ମୋ ପାଇଁ ବଡ଼ ଉପହାର

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ):  କର୍ଣ୍ଣାଟକରେ କଂଗ୍ରେସର ବିଜୟ ମୋ ଜନ୍ମଦିନର ସବୁଠୁ ବଡ଼ ଉପହାର । ୬୨ତମ ଜନ୍ମଦିନରେ ୮ ଥର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଡି କେ ଶିବକୁମାର କହିଛନ୍ତି କର୍ଣ୍ଣାଟକବାସୀ ମୋ ଜନ୍ମଦିନ ଅବ୍ୟବହିତ ପୂର୍ବରୁ ମତେ ସର୍ବୋତ୍ତମ ଉପହାର ପ୍ରଦାନ କରିଛନ୍ତି। ଆନ୍ତରିକ ଅଭିନନ୍ଦନ ପାଇଁ କଂଗ୍ରେସ ପରିବାର ନିକଟରେ ମଧ୍ୟ କୃତଜ୍ଞ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ଆଜି ଦିଲ୍ଲୀ ଯିବା ଉଚିତ କି, ଅନୁଚିତ ସେ ବିଷୟରେ ସେ ଏପର୍ଯ୍ୟନ୍ତ ଦ୍ୱନ୍ଦରେ ଅଛି । ଦିଲ୍ଲୀ ଯିବା କଥା ଏପର୍ଯ୍ୟନ୍ତ ସ୍ଥିର କରିନାହିଁ। କାରଣ ରାଜ୍ୟର ଅନେକ ସ୍ଥାନରୁ ଅନେକ ଲୋକ ଆସୁଛନ୍ତି ଏବଂ ଆଜି ମୋ ଜନ୍ମଦିନ ହୋଇଥିବାରୁ ଘରେ ଛୋଟ ଧରଣର ପୂଜା ଆୟୋଜନ କରାଯାଇଛି। ଆଉ କିଛି ପୂଜା ଥିବାରୁ ମୁଁ କେତେକ ମନ୍ଦିରକୁ ଯିବି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ