Masthead

ଭୁଲ ଚିକିତ୍ସା ଯୋଗୁଁ ନଷ୍ଟ ହୋଇଗଲା ବୃଦ୍ଧାଙ୍କ ଆଖି

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁଲ ଇଂଜେକ୍ସନ ପାଇଁ ଆଖି ହରାଇଲେ ବୃଦ୍ଧା । ଭୂମିକା ଚକ୍ଷୁ ହସ୍ପିଟାଲ ନାମ ରେ ସଙ୍ଗିନ ଅଭିଯୋଗ । ଭୁଲ ଚିକିତ୍ସା ଯୋଗୁଁ ବୃଦ୍ଧାଙ୍କ ଆଖି ନଷ୍ଟ ହୋଇଥିବା ଅଭିଯୋଗ। ସୂଚନା ମୁତାବକ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଭୂମିକା ଚକ୍ଷୁ ହସ୍ପିଟାଲର ମୋତିଆ ବିନ୍ଦୁ କ୍ୟାମ୍ପ ଚାଲନ୍ତି ଗ୍ରାମରେ ଗତ ସେପ୍ଟେମ୍ବର ୭ ତାରିଖରେ ଆୟୋଜନ କରାଯାଇଥିଲା । ଉକ୍ତ କ୍ୟାମ୍ପ ରେ ବାସନ୍ତି ନନ୍ଦି(୭୧) ନାମକ ବୃଦ୍ଧାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ପରେ ବୃଦ୍ଧା ଜଣକ ହସ୍ପିଟାଲରେ ଚିକିତ୍ସା ପାଇଁ ପହଞ୍ଚି ଆଖିରେ ଏକ ଇଂଜେକସନ ଦିଆ ଯାଇଥିଲା । ଇଂଜେକସନ ଦେବାର ଦୁଇ ଦିନ ପରେ ବୃଦ୍ଧାଙ୍କ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ