Masthead

ରାହୁଲ ସାବରକର ବି ହୋଇପାରିବେନି: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ଲୋକସଭାରେ ହଙ୍ଗାମା । ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ମୁଁ ଭାବୁଛି ରାହୁଲ ଗାନ୍ଧି ଆଜି ତାଙ୍କ ବିବୃତି ରଖିବେ । ନିଶିକାନ୍ତ ଦୁବେ କହିବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ହଙ୍ଗମା ଆରମ୍ଭ କରିଥିଲେ। କଂଗ୍ରେସକୁ ପଛରେ ପକାଇ ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, “ମୁଁ ମଣିପୁର ଇତିହାସର ଜଣେ ସ୍ୱାଧୀନତା ସଂଗ୍ରାମୀ। ମଣିପୁରରେ ମୋର ମାମୁଁଙ୍କୁ ଆକ୍ରମଣ କରାଯାଇଥିଲା। ରାହୁଲ ଗାନ୍ଧି କାହିଁକି ଗୃହରେ କହିଲେନି ।

ବୋଧେ ସେ କହିବାକୁ ପ୍ରସ୍ତୁତ ନାହନ୍ତି । ସେ ଆହୁରି ମଧ୍ୟ ରାହୁଲଙ୍କ ନାଁ ନେଇ କହିଛନ୍ତି ଯେ ଆପଣ ସାବରକର ହୋଇପାରିବେ ନାହିଁ । କାରଣ ସାବରକର ୨୮ ବର୍ଷ ଜେଲରେ ରହିଥିଲେ। ଖାଲି ସେତିକି ନୁହେଁ ସୋନିଆ ଗାନ୍ଧିଙ୍କୁ ନେଇ କହିଛନ୍ତି ମୁଁ ସୋନିଆ ଗାନ୍ଧୀଙ୍କୁ ବହୁତ ସମ୍ମାନ କରେ। ସୋନିଆ ଗାନ୍ଧୀଙ୍କ ଦୁଇଟି କାମ ରହିଛି । ପୁଅକୁ ସେଟ କରିବା ଆଉ ଜ୍ୱାଇଁଙ୍କୁ ଭେଟ କରାଇବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ