ସିମୁଳିଆରେ ପ୍ରାର୍ଥୀ ଖୋଜୁଛି ବିଜେଡି

ସିମୁଳିଆ(ବଡ଼ ଖବର ବ୍ୟୁରୋ): ସିମୁଳିଆ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ପରାସ୍ତ କରିବାକୁ କଂଗ୍ରେସ ଓ ବିଜେପି କରୁଛି ଜୋରଦାର୍ ପ୍ରୟାସ । ୨୦୧୪ ପୂର୍ବରୁ ସିମୁଳିଆ ଆସନ ଥିଲା କଂଗ୍ରେସ ହାତରେ । ଦୀର୍ଘ ୧୦ ବର୍ଷ ବିଜେଡି ଦଖଲ ଭିତରେ ସିମୁଳିଆ ବିକାଶ ହୋଇନାହିଁ ବୋଲି ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା ସାରିଥିବାବେଳେ ସିମୁଳିଆରେ ବିଜେଡି କରି ପାରୁନି ପ୍ରାର୍ଥୀ ଘୋଷଣା । ଦଳରେ ସମାଧାନ ହୋଇପାରୁନି ଆଶାୟୀ କନ୍ଦଳ । ଯାହାର ଫାଇଦା ନେବାକୁ ବସିଛି କଂଗ୍ରେସ ଓ ବିଜେପି ।

ସିମୁଳିଆ ଆସନରେ ବିଜେପି ପଦ୍ମଲୋଚନ ପଣ୍ଡା ଙ୍କୁ ପ୍ରାର୍ଥୀ କରିଥିବା ବେଳେ ଯୁବ ନେତା ହିମାଂଶୁ ଶେଖର ବେହେରା ଙ୍କୁ କଂଗ୍ରେସ କରିଛି ପ୍ରାର୍ଥୀ । ବିଜେପି କଂଗ୍ରେସ ଆଗରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଲାଗିରହିଛି ଦ୍ୱନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ