Before Header

ନାଟକ ଦେଖି ଫେରୁଥିବାବେଳେ ଗଣଦୁଷ୍କର୍ମ

0 177

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ):  ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ରାତିରେ ନାଟକ ଦେଖି ଫେରୁଥିବାବେଳେ ଗଣଦୁଷ୍କର୍ମ । ୪ ଯୁବକ ଗଣଦୁଷ୍କର୍ମ କରିଥିବା ବିଜେପୁର ଥାନାରେ ଅଭିଯୋଗ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଲାଞ୍ଜିଗଡ ବେନଗାଁ ଅଞ୍ଚଳରେ । ତିନି ନାବାଳିକା ରାତିରେ ନାଟକ ଦେଖି ଫେରୁଥିବା ବେଳେ ସେହି ଅଞ୍ଚଳ ପଜିବାହାଳୀର ପାଞ୍ଚ ଜଣ ଯୁବକ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । କାହାକୁ କହିଲେ ମାରିଦେବୁ ବୋଲି ଧମକ ଦେଇଥିଲେ । ଯାହାକୁ ନେଇ ବିଜେପୁର ଥାନା ରେ ଅଭିଯୋଗ ହୋଇଛି ।

Leave A Reply

Your email address will not be published.