Masthead

ନୂଆ ଦଳ ଗଢ଼ିବେ କ୍ୟାପ୍ଟେନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ନୂଆ ଦଳ ଗଠନ କରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ । ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହି ଦଳ ଅବତୀର୍ଣ୍ଣ ହେବ । ଏ ନେଇ କ୍ୟାପ୍ଟେନ ନିଜେ ଘୋଷଣା କରିଛନ୍ତି । ଯଦି କେନ୍ଦ୍ର ସରକାର ୩ଟି କୃଷି ବିଲକୁ ପ୍ରତ୍ୟାହାର କିରି ନିଅନ୍ତି ତାଙ୍କ ଦଳ ବିଜେପି ସହ ଆସନ ବୁଝାମଣା କରିବ ବୋଲି ଅମରିନ୍ଦର ସିଂ ଘୋଷଣା କରିଛନ୍ତି ।

ଖୁବ ଶୀଘ୍ର କ୍ୟାପ୍ଟେନଙ୍କ ଦଳ ମଇଦାନକୁ ଓହ୍ଲାଇବ ବୋଲି କ୍ୟାପ୍ଟେନ କହିଛନ୍ତି । କ୍ୟାପ୍ଟେନଙ୍କ ଦଳ ପଞ୍ଜାବର ଲୋକଙ୍କ ସେବାରେ କାମ କରିବ । ବିଶେଷ କରି କୃଷକମାନେ ଦୀର୍ଘ ଦିନ ଧରି ଲଢେଇ ଜାରି ରଖିଥିବାରୁ ସେମାନଙ୍କ ସହ ଦଳ ରହିବ ବୋଲି କ୍ୟାପ୍ଟେନ କହିଛନ୍ତି । ସେ ଆହୁରି କହିଛନ୍ତି ଯଦି କୃଷକ ଆନ୍ଦୋଳନର ସମାଧାନ ହୋଇଯାଏ ତେବେ ବିଜେପି ସହ ମେଣ୍ଟ କରିବ ବୋଲି ସେ ସୂଚନା ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ