Masthead

୩ ‘ନାରାୟଣ’ ବନାମ ସୂର୍ଯ୍ୟ ନାରାୟଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ଏବେ ନାରାୟଣ ଲଢେଇ । ମୁହାଁମୁହିଁ ହୋଇଛନ୍ତି ନାରାୟଣ । ଏପଟେ ବି ନାରାୟଣ, ସେପଟେ ବି ନାରାୟଣ । ଏ ଲଢେଇ ବିଧାନସଭାରେ । ବାଚସ୍ପତି ଓ ବିଜେପି ବିଧାୟକଙ୍କ ମଧ୍ୟରେ । ଶନିବାର ଦିନ ସାରା ଏ ନେଇ ତମ୍ବିତୋଫାନ ଜାରି ରହିଲା । ଏହାରି ଭିତରେ ବଡ଼ ଅଭିଯୋଗ ଆସିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରେ ଚପଲ ଫୋପାଡ଼ିବା

ଅଭିଯୋଗ ପରେ ନିଲମ୍ବିତ ହୋଇଛନ୍ତି ବିଜେପିର ୩ ବରିଷ୍ଠ ବିଧାୟକ । ସଂଯୋଗ ହେଉଛି ନିଲମ୍ବିତ ୩ ବିଧାୟକଙ୍କ ନାଁ ନାରାୟଣଙ୍କ ସହ ଜଡ଼ିତ । ଜଣେ ଜୟନାରାୟଣ, ଜଣେ ବିଷ୍ଣୁ ଆଉ ଜଣେ ମୋହନ । ରୋଚକ କଥା ହେଉଛି, ବାଚସ୍ପତିଙ୍କ ନାଁରେ ବି ଯୋଡ଼ି ହୋଇଛି ନାରାୟଣ । ତେବେ ଦେଖିବାକୁ ବାକି ରହିଲା ରାଜ୍ୟ ରାଜନୀତିର ଏହି ନାରାୟଣ ଲଢେଇ କେଉଁ ମୋଡ଼ ନେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ