Masthead

ମୁମ୍ବାଇରେ ପଶିଲେ ୩ ଆତଙ୍କବାଦୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୁମ୍ବାଇରେ ପଶିଲେ ୩ ଆତଙ୍କବାଦୀ । ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ସୂଚନା ଦେଲେ ଅଜଣା ବ୍ୟକ୍ତି । ଏମାନଙ୍କ କନେକସନ ପାକିସ୍ତାନ ସହ ରହିଛି। କେବଳ ସେତିକି ନୁହେଁ କଲର ପୋଲିସକୁ ଜଣଙ୍କ ନାମ ମୁଜିବ ସୈୟାଦ ବୋଲି କହିଛନ୍ତି। ତାଙ୍କ ମୋବାଇଲ ନମ୍ବର ଓ ଗାଡ଼ି ନମ୍ବର ବି ସେ ପୋଲିସକୁ ଦେଇଛନ୍ତି। କଣ୍ଟ୍ରୋଲ ରୁମକୁ ଫୋନ କରିଥିବା ବ୍ୟକ୍ତିଙ୍କ ନାମ ରାଜା ଠୋଙ୍ଗେ ବୋଲି ଜଣାପଡ଼ିଛି । କଲ ପରେ ପୋଲିସ ଆଲର୍ଟ ହୋଇଛି ।

ସୂଚନା ଅନୁସାରେ, ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଗତ ମାସରେ ୧ ମାର୍ଚ୍ଚ ବିଳମ୍ବିତ ରାତି ପ୍ରାୟ ୧୧ଟାରେ ଜଣେ ଅଜଣା ବ୍ୟକ୍ତି କଲ କରି ମୁମ୍ବାଇର କୁର୍ଲାରେ ବିସ୍ଫୋରଣ ହେବା ଖବର ଦେଇଥିଲେ। ଫୋନ କରିଥିବା ବ୍ୟକ୍ତି କହିଥିଲେ କି ଆସନ୍ତା ୧୦ ମିନିଟ ମଧ୍ୟରେ କୁର୍ଲାରେ ବିସ୍ଫୋରଣ ହେବ। ଯଦିଓ ମୁମ୍ବାଇ ପୋଲିସକୁ ଆଗରୁ ଏଭଳି କଲ ଆସି ସାରିଛି। ତେବେବି ପୋଲିସ କୌଣସି କଲକୁ ଅଣଦେଖା କରିପାରିବ ନାହିଁ। ସେଥିପାଇଁ ପୋଲିସ ଆଲର୍ଟ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା