ଧୀରେ ଧୀରେ ବଢ଼ୁଛି ପବନର ବେଗ

ବରୀ(ବଡ଼ ଖବର ବ୍ୟୁରୋ): ବାତ୍ୟା ‘ୟାଶ’ର ପ୍ରଭାବରେ ବରୀ ଅଞ୍ଚଳରେ ସକାଳୁ ବର୍ଷା ଲାଗି ରହିଛି । ପବନ ମଧ୍ୟ ଆରମ୍ଭ ହୋଇଛି । ଧୀରେ ଧୀରେ ପବନ ର ବେଗ ବଢୁଥିବା ଅନୁଭବ ହେଉଛି। କିଛି ସ୍ଥାନରେ ଗଛ ପଡ଼ି ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ବାତ୍ୟା ଆଶ୍ରୟ ସ୍ଥଳକୁ ବରୀ ବରୀ ପ୍ରଶାସନ ଧୀରେ ଧୀରେ ଲୋକ ମାନଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି।

ବରୀ ବ୍ଲକ ରତ୍ନଗିରି ପଞ୍ଚାୟତ ପଟଣା ଗ୍ରାମର ଆଲୋକ ଜେନାଙ୍କ ପରିବାର ଗତ ବନ୍ୟାରୁ ବାସହରା ହୋଇ ପାଲ ତଳେ ରହୁଥିବା ବଡ଼ ଖବର ଖବର ପ୍ରସାରଣ କରିଥିଲା ବାତ୍ୟାକୁ ଆଖି ଆଗରେ ରଖି ବ୍ଲକ ପ୍ରଶାସନ ଆଲୋକଙ୍କ ପରିବାରକୁ ସ୍ଥାନୀୟ ବିଦ୍ୟାଳୟକୁ ନେଇ ଆଶ୍ରୟ ଦେଇଛି। ସେପଟେ ବାତ୍ୟା କୁ ମୁକାବିଲା କରିବାକୁ ୩୦ ଜଣିଆ ଓଡ୍ରାଫ୍ ଟିମ୍ ବରୀ ବ୍ଲକରେ ପହଞ୍ଚିଥିବା ବିଡ଼ିଓ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ