ବିଜେପିର ରାଜ୍ୟ ସଭାପତି ଦିଲ୍ଲୀରେ ଚଳାଇଛନ୍ତି ମାନସ ମନ୍ଥନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୪ ପାଇଁ ବିଜେପିର ରାଜ୍ୟ ସଭାପତି ଦିଲ୍ଲୀରେ ଚଳାଇଛନ୍ତି ମାନସ ମନ୍ଥନ । ତେଣେ ବିଜେଡି କହିଛି ପଡିବନି କିଛି ପ୍ରଭାବ ।  ବିଜେପି ରାଜ୍ୟ ସାଭାପତି ଦାୟିତବ ନେବା ପରେ ପ୍ରଥମଥର ପାଇଁ ଦିଲ୍ଲୀରେ ମନମୋହନ ସାମଲ । ତୁଙ୍ଗ ନେତାଙ୍କ ସହ ଚଳାଇଛନ୍ତି ଆଲୋଚନା । ଦଳର ସାଧାରଣ ସମ୍ପାଦକ କହିଛନ୍ତି,୨୦୨୪ରେ ଦଳ କିପରି ନିର୍ବାଚନ ଲଢ଼ିବ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ନେତୃତ୍ୱଙ୍କ ସହ ଆଲୋଚନା କରି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ପ୍ରସ୍ତୁତ ହେଉଛି । ସଶକ୍ତ ଲଢେଇ ପାଇଁ ଯାହା ଯାହା ଆବଶ୍ୟକତା ରହିଛି ସେ ସବୁ ଦଳ କରୁଛି।  ବିଜେଡି କହିଛି ବିଜେପିର ରଣନୀତିର ପ୍ରଭାବ ଓଡ଼ିଶାବାସୀଙ୍କ ଉପରେ ପଡିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକେ ଭରସା କରୁଛନ୍ତି। ଆଗାମୀ ନିର୍ବାଚନରେ ଭୋଟ ହାର ଆହୁରି ବଢିବ। ସାରା ଭାରତ ଦେଖିବ ଷଷ୍ଠ ଥର ଗୋଟିଏ ପାର୍ଟି ଜଣେ   ଲିଡରଙ୍କ କ୍ଷେତ୍ରରେ   ଆଣ୍ଟି କୁ୍ୟମ୍ବେସି ବଦଳରେ         ପ୍ରୋ କୁ୍ୟମ୍ବେସି ରହିବ।   ଏବେ ମଧ୍ୟ ଲୋକଙ୍କ ମନରୁ ଆଶଙ୍କା ଦୂର ହୋଇନି । ବିଜେଡି ବିଜେପି ଅଲଗା ଅଲଗା ଲଢିବେ, ନା ପରସ୍ପର ବୁଝାମଣା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’