Before Header

ଦେଶ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ

0 527

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦେଶ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ସାଧାରଣତନ୍ତ୍ର ଦିବସକୁ ନେଇ ଉତ୍ସାହ । କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନା ଦେଖାଇବେ ଶୌର୍ଯ୍ୟ । ରାଜ୍ୟସ୍ତରୀୟ ପରେଡ୍ ପାଇଁ ଗାନ୍ଧୀ ମାର୍ଗ ପୂରା ପ୍ରସ୍ତୁତ ହୋଇଛି । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଆଧୁନିକ ଉପକରଣରେ ସଜ୍ଜିତ ତାଲିମପ୍ରାପ୍ତ କମାଣ୍ଡୋ, ସ୍ନାଇପର ଓ ସ୍ପଟରଙ୍କ ସମେତ ୧୪ ହଜାରରୁ ଅଧିକ ସୁରକ୍ଷାକର୍ମୀ କର୍ତବ୍ୟପଥ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବଳୟ ଗଠନ କରାଯାଇଛି ।

Leave A Reply

Your email address will not be published.