Masthead

ବିଜେଡି ଏକୁଟିଆ ଲଢିବ, ସରକାର ଗଢିବ: ମୁନା ଖାଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ୨୦୨୪ ନିର୍ବାଚନକୁ ନେଇ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ପ୍ରତିକ୍ରିୟା । କହିଛନ୍ତି କେନ୍ଦ୍ର ସରକାର ଜଣେ ବରିଷ୍ଠ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିବା ସ୍ୱାଗତ ଯୋଗ୍ୟ। ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିକୁ କେବଳ ଦେଶ ନୁହେଁ ବିଶ୍ୱରେ ମଧ୍ୟ ପ୍ରଶଂସା ମିଳୁଛି। ସେ କଥାକୁ ଅମିତ ଶାହା କହିଲେ। ଯାହା ସତ ତାହା ସତ। ଏହାର କୌଣସି ପ୍ରଭାବ ୨୪ ରେ ପଡିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ୨୪ ରେ ଆମର ମୁଖ୍ୟ ପ୍ରତିଦ୍ୱନ୍ଦୀ ହେଉଛି ବିଜେପି। ଆମର ବିଜେପି ସହ ହିଁ ଲଢେଇ ହେବ। ଗଠବନ୍ଧନର ହେବାର ସମ୍ଭାବନା ନାହିଁ। ବିଜେଡି ଏକୁଟିଆ ଲଢ଼ିବ।

ସରକାର ଗଢ଼ିବ। କେନ୍ଦ୍ରରେ କଂଗ୍ରେସ ସରକାର ବେଳେ ମଧ୍ୟ ତାଙ୍କ ମନ୍ତ୍ରୀମାନେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଥିଲେ। ସରକାର ଗୋଟେ ପଟେ ଓ ଦଳ ଗୋଟିଏ ପଟେ। କଂଗ୍ରେସ ମିଛ ଅଭିଯୋଗ କରୁଛି। ଆରମ୍ଭରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଦଳ ସମଦୁରତା ନୀତି ଅବଲମ୍ବନ କରୁଛି। ମେଣ୍ଟର ସମ୍ଭାବନା ନାହିଁ। ବିଜେପି ଗାଁକୁ ଗଲେ ଭଲ। ତାହା ରାଜନୈତିକ କାର୍ଯ୍ୟ। ସେମାନେ ସରକାର ପାଇଁ ଚେଷ୍ଟା କରିବା ଭଲ । ତାକୁ ଦଳ ସ୍ୱାଗତ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ