Masthead

୨୭ରେ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର: ପୁଣି ଧାରଣାକୁ ଓହ୍ଲାଇବେ ଶିକ୍ଷକ ସଙ୍ଘ । ସାମ୍ବାଦିକ ସମ୍ମିଳନୀରେ ଏମିତି ଚେତାବନୀ ଦେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ମଞ୍ଚର ଆବାହକମାନେ ଅଭିଯୋଗ କରିଛନ୍ତି କି, ସରକାର କଥା ଦେଇ କଥା ରଖିନାହାନ୍ତି । ୨୦୧୮ରୁ ସପ୍ତମ ପେ’ ହାରରେ ଦରମା ପାଇବାକୁ ହକ୍ ଥିବା ଅଧ୍ୟାପକ ଓ ଶିକ୍ଷକ ମାନେ ଆଜି ପର୍ଯ୍ୟନ୍ତ ଏଥିରୁ ବଞ୍ଚିତ । ଅବସରକାଳୀନ ପେନସନ ଓ ଅନ୍ୟାନ୍ୟ ଚାକିରି ସର୍ତ୍ତାବଳି ସଂପର୍କିତ ଦାବି ମଧ୍ୟ ରଖିଛି ମଞ୍ଚ । ଏହ ସହ ବାଦ୍ ପଡିଥିବା ବିଭିନ୍ନ ଅସଂଗତି ପୋଷ୍ଟ, ବାଦ ପଡିଥିବା ସ୍କୁଲ ଓ କଲେଜ, ଅବସର କାଳୀନ ବୟସ ସୀମା ୬୦ରୁ ୬୨ ଇତ୍ୟାଦି ଦାବି ନେଇ ଆସନ୍ତା ୨୭ ତାରିଖରେ ୭୫ ଜଣ ଷ୍ଟିରିଂ କମିଟି ସଭ୍ୟ ଧାରଣା ଦେବେ । କୋଭିଡର ନିୟମ ମାନି ଏକ ପ୍ରତୀକାତ୍ମକ ଧାରଣା ଦିଆଯିବ ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ