Masthead

ଧରାପଡି଼ଲା ଶୁସା

କୋଣାର୍କ (ବଡ଼ ଖବର ବ୍ୟୁରୋ): ପୁରୀ ଏସପିଙ୍କ ନେତୃତ୍ୱରେ ସ୍ପେସାଲ ସ୍କ୍ୱାଡ୍ ଉଦ୍ୟମରେ କୁଖ୍ୟାତ ଅପରାଧୀ ଶୁସା ପାଇକରାୟ ଗୋଆରୁ ଗିରଫ ହୋଇଛି। ଏହି ଅପରାଧୀକୁ ଗିରଫ କରି ଗୋପ ଥାନାରେ ରଖିଥିବା ପୋଲିସ ସୂଚନା ଦେଇଛି।
ଦୀର୍ଘଦିନ ହେବ ରାହାଜାନୀ, ହତ୍ୟା, ବୋମା ମାଡ଼ ପ୍ରଭୃତିରେ ଶୁସା ପ୍ରବୀଣ । କୋଣାର୍କ, ଗୋପ, ରାମଚଣ୍ଡୀ, ପୁରୀ, ଖୋର୍ଦ୍ଧା ଆଦି ବିଭିନ୍ନ ଥାନାରେ ଶୁସା ନାମରେ ୫୦ରୁ ଅଧିକ କେସ୍ ରହିଛି । ପୁରୀ ଏସପି ଗତ ୧୭ ତାରିଖରେ ଏକ ସ୍ପେସାଲ୍ ସ୍କ୍ୱାଡ୍ ମାଧ୍ୟମରେ ଗୋଆର ଏକ ଘରୋଇ ହୋଟେଲରୁ ଶୁସାକୁ ଗିରଫ କରି ଆଜି ପୁରୀ ଜିଲ୍ଲା ଗୋପ ଥାନାରେ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ