Masthead

ପରୀକୁ ନ୍ୟାୟ ଦାବିରେ ଅନଶନ

ବରୀ(ବଡ଼ ଖବର ବ୍ୟୁରୋ) ଆଜି ହେଉଛି ବିଶିଷ୍ଟ ସମାଜସେବୀ ମା’ ରମାଦେବୀଙ୍କ ଜୟନ୍ତୀ । ମା’ ରମାଦେବୀ ତାଙ୍କର କର୍ମଭୂମିଭାବେ ପ୍ରଥମେ ବରୀକୁ ବାଛିନେଇଥିଲେ । ନାରୀମାନଙ୍କ ପାଇଁ ବରୀରୁ ଆରମ୍ଭ କରିଥିଲେ ମହାସଂଗ୍ରାମ । ସେଥିପାଇଁ ଆଜି ତାଙ୍କର ଜୟନ୍ତୀ ଅବସରରେ ବରୀର ସଂଗ୍ରାମୀମାନେ ପରୀକୁ ନ୍ୟାୟ ଦେବା ପାଇଁ ଆରମ୍ଭ କରିଥିଲେ ୧୨ ଘଣ୍ଟିଆ ପ୍ରତୀକ ଅନଶନ । ଯାଜପୁର ଜିଲ୍ଲା ବରୀ ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ବିଶିଷ୍ଟ ସମାଜସେବୀ ସତ୍ୟରଞ୍ଜନ କର, କଞ୍ଚନବାଳା ଜ୍ୟୋତି, ବନ୍ଦିତା ଦାସ ,ପ୍ରଶାନ୍ତ ପଢିହାରୀ, ପ୍ରଭାସିନୀ ରାଉତ, ସୀତାରାଣୀ ଦେଓ ପ୍ରମୁଖ ଉପସ୍ଥିତ ରହି ପରୀର ହତ୍ୟାକାରୀକୁ ଶୀଘ୍ର ଧରାଯାଇ କଠୋରରୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ । ପରେ ସମସ୍ତେ ଅନଶନରେ ବସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ