Masthead

ରାଜନୀତିରେ ଆକ୍ଟିଭ୍ ରଜନୀକାନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜନୀତିରେ ଆକ୍ଟିଭ୍ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ୨୦୨୧ ଜାନୁଆରୀରେ ନୂଆ ଦଳ ଘୋଷଣା କରିବେ ଥଲାଇବା । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ସେ । ୨୦୨୦ ଡିସେମ୍ବର ୩୧ରେ ଦଳ ବିଷୟରେ ସବିଶେଷ ତଥ୍ୟ ଦେବେ ରଜନୀକାନ୍ତ । ଦୀର୍ଘ ୨ ଦଶନ୍ଧୀ ଧରି ରଜନୀକାନ୍ତଙ୍କ ରାଜନୀତି ପ୍ରବେଶକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଜୟ ଲଳିତ ଓ କରୁଣାନିଧିଙ୍କ ଦେହାନ୍ତ ପରେ ରଜନୀକାନ୍ତଙ୍କୁ ଭାବି ମୁଖ୍ୟମନ୍ତ୍ରୀ କରିବାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ ।

କିନ୍ତୁ ରଜନୀକାନ୍ତ ଏଯାବତ୍ କୌଣସି ରାଜନୀତିରେ ଲଢିବା ନେଇ କୌଣସି ମତ ପ୍ରକାଶ କରିନଥିଲେ । ତାମିଲନାଡୁରେ ସର୍ବଦା ଅଭିନେତା ମାନଙ୍କ ରାଜନୀତି ଉପରେ ଦବଦବା ରହି ଆସିଛି । ସେ ଜୟ ଲଳିତା ହୁଅନ୍ତୁ କିମ୍ବା କମଲ୍ ହାସନ , ପ୍ରାୟ ତାମିଲ୍ ଅଭିନେତା ରାଜନୀତିକୁ ଆସି ରାଜ୍ୟବାସୀଙ୍କ ବିଶ୍ବାସଭାଜନ ହୋଇପାରିଛନ୍ତି । ଅନ୍ୟପକ୍ଷେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସ ଫଲୋଇଙ୍ଗ ଦେଖିଲେ ଯଦି ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢନ୍ତି ତେବେ ଜିତିବା ସୁନିଶ୍ଚିତ । ତେବେ ରଜନୀକାନ୍ତ କିନ୍ତୁ ଏହାକୁ ନେଇ ପ୍ରତ୍ୟାଖାନ କରିଛନ୍ତି । ଏହାସହ ଦୁର୍ନୀତିମୁକ୍ତ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ