Before Header

ପୋଖରି ରେ ପଡି ମୃତ୍ୟୁ !

0 15

କେନ୍ଦୁଝର: ମାଇଦାନକେଲ ଗାଁ ପୋଖରି ରୁ ମିଳିଲା ମୋଟର ସାଇକେଲ ସହ ଆରୋହୀ ଙ୍କର ମୃତ ଦେହ । ମୃତକ ହେଲେ ସେହି ମଇଦାନକଲେ ଗାଁ ର ଭରତ ମହାନ୍ତ । ଶୁକ୍ରବାର ରାତିରେ ମୋଟର ସାଇକେଲ ରେ ନିଜ ଘରକୁ ଫେରୁଥିବା ସମୟ ରେ ଭାରସାମ୍ୟ ହରାଇ ପୋଖରି ରେ ପଡି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଏ । ସକାଳୁ ସକାଳୁ ଗାଁ ଲେକେ ଦେଖି ଅଗ୍ନୀଶମ ବାହିନୀ କୁ ଖବର ଦେଇଥିଲେ । ଓ ଅଗ୍ନିଶମ ବାହିନୀ ପୋଖରିରୁ ମୃତ ଦେହ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନାହିଁ । ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପତିଵ ।

Leave A Reply

Your email address will not be published.