Masthead

ବଡ଼ଠାକୁରଙ୍କ ଲାଗି ଆସିଲା ପୋଢ଼ୁଆଁ ଭାର

ପୁରୀ(ବଡ଼ ଖବର ବ୍ୟୁରୋ): ଝାଞ୍ଜ ସଂକୀର୍ତ୍ତନ ସହ ବିରାଟ ପଟୁଆରରେ ପୁରୀରେ ପହଞ୍ଚିଛି ପ୍ରଥମାଷ୍ଟମୀ ଭାର । ପୋଢ଼ୁଆଁ ହେବେ ବଡ଼ଠାକୁର । ନିଆଳି ମାଧବାନନ୍ଦ ଜୀୟଙ୍କ ମନ୍ଦିରରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ଭାର । ରତ୍ନବେଦୀରେ ପୋଢ଼ୁଆଁ ହେବେ ଚତୁର୍ଦ୍ଧା ମୂର୍ତ୍ତୀ । ଏଥିଲାଗି ମାମୁଁଘରୁ ଆସିଛି ୪୦ ହଜାର ଟଙ୍କାର ଖଣ୍ଡୁଆ ପାଟ । ଅବକାଶ ଓ ଧୂପରେ ପୋଢ଼ୁଆଁ ବସ୍ତ୍ର ପରିଧାନ କରିବେ ମହାପ୍ରଭୁ । ପୋଢ଼ୁଆଁ ଭାରରେ ପିଠା ସାମଗ୍ରୀ ଲାଗି ଆସିଛି ଚାଉଳ, ବିରି, ନଡ଼ିଆ, ଗୁଡ଼, ଘିଅ ଓ ପାଚିଲା କଦଳୀ । ସେପଟେ ଫଳମୂଳ, ତୁଳସୀମାଳ,ପଦ୍ମଫୁଲମାଳ, ପାନ, ଅଳେଇଚ ସହ ଗୁଆ ମଧ୍ୟ ଆସିଛି । ପୋଢ଼ୁଆଁ ଭାରକୁ ଦେଖିବା ଲାଗି ଲାଗିଥିଲା ଭକ୍ତଙ୍କ ଭିଡ଼ । କୋଭିଡ କଟକଣା ଲାଗି ସ୍ୱଳ୍ପ ଲୋକରେ ଆସିଥିଲା ଭାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା