Masthead

ଫ୍ରାନ୍ସରେ ନାଇଟ୍ କର୍ଫ୍ୟୁ

ଫ୍ରାନ୍ସ(ବଡ଼ ଖବର ବ୍ୟୁରୋ):ଫ୍ରାନ୍ସରେ ପୁଣିଥରେ ଲାଗୁହେବ ନାଇଟ୍ କର୍ଫ୍ୟୁ । ଆସନ୍ତା ୧୫ ତାରିଖରୁ ନାଇଟ୍ କର୍ଫ୍ୟୁ ଲାଗୁହେବ । ବଢୁଥିବା କରୋନାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଜାନ କଷ୍ଟେକ କହିଛନ୍ତି ଅକ୍ଟୋବର ଶେଷ ସୁଦ୍ଧା ତାଲାବନ୍ଦ ପରେ ସରକାର ଆଶା କରିଥିଲେ ସଂକ୍ରମଣ କମିବ କିନ୍ତୁ ସଂକ୍ରମଣ ହାର ବଢିବାରେ ଲାଗିଛି । ଫଳରେ ଏଭଳି ନିଷ୍ପତ୍ତି ନିଆଯଇଥିବା ସେ କହିଛନ୍ତି । ଅନ୍ୟପଟେ ନୂଆ ବର୍ଷରେ ଫ୍ରାନ୍ସରେ ନଜ ସମାବେଶ ହେଉଥିବାରୁ ଡିସେମ୍ବର ୧୫ରୁ ନାଇଟ୍ କର୍ଫ୍ୟୁ କଡାକଡି ପାଳନ କରାଯିବ । ସଂଗ୍ରହାଳୟ, ସିନେମା ଏବଂ ପ୍ରେକ୍ଷାଳୟ ତଥା କ୍ରୀଡା ସ୍ଥାନ ଆହୁରି ଅତିରିକ୍ତ ତିନି ସପ୍ତାହ ବନ୍ଦ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ