Masthead

ପଶ୍ଚିମ ଆକାଶରେ ଦେଖିଛନ୍ତି କି ଏଭଳି ଦୃଶ୍ୟ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବେଳେ ବେଳେ ପ୍ରକୃତିର ବୈଚିତ୍ର୍ୟ ଦେଖିବାକୁ ମିଳିଥାଏ । ଏହା ପୁଣି କ୍ଷଣିକ ସମୟ ପାଇଁ । ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସୁକତା ଭରି ରହିଥାଏ । ଏଭଳି ଜଣେ ଲୋକଙ୍କୁ ଜର୍ମାନୀରେ ପାଇଥିଲା ‘ବଡ଼ ଖବର’ । ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ, ନକ୍ଷତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସେହି ଜର୍ମାନୀ ଲୋକଙ୍କର ଆଗ୍ରହ ଦେଖି ଆମେ ଚକିତ ହୋଇପଡିଥିଲୁ ।

ପଶ୍ଚିମ ଆକାଶରେ ଚନ୍ଦ୍ରଙ୍କ ଉଦୟ ଓ ଅସ୍ତଗାମୀ ସୂର୍ଯ୍ୟଙ୍କ ଫଟୋ ଉତ୍ତୋଳନ କରିବା ପାଇଁ ଜର୍ମାନ ଫଟୋଗ୍ରାଫର ଚିନ୍ତା କରିଥିଲେ । ଏହି ବିରଳ ଦୃଶ୍ୟକୁ କ୍ୟାମେରା ଲେନ୍ସରେ କଏଦ କରିବା ପାଇଁ ତାଙ୍କୁ ଲାଗିଥିଳା ୬୨ ଦିନ । ଏକ ଖୋଲା ସ୍ଥାନରେ ସେ ୧୬ଟି କ୍ୟାମେରା ଦୁଇଟି ଉଚ୍ଚ ଖୁଣ୍ଟରେ ଲଗାଇ ସେ ୬୨ ଦିନ ଅପେକ୍ଷା କରିଥିଲେ । ତାଙ୍କ ଅପେକ୍ଷାର ଅନ୍ତ ଘଟିଥିଲା । ପଶ୍ଚିମ ଆକାଶରେ ସୂର୍ଯ୍ୟ ଧୀରେ ଧୀରେ ଅସ୍ତ ହେଉଥିବା ବେଳେ ମଲାଜହ୍ନ ସତେଜ ହେବାର ବିରଳ ଦୃଶ୍ୟକୁ ସେ କଏଦ କରିଥିଲେ । ଏଭଳି ଦୃଶ୍ୟ ଆସନ୍ତା ୨୦୩୫ ମସିହାରେ ଦେଖିବାକୁ ମିଳିବ ବୋଲି ଫଟୋଗ୍ରାଫର ଜଣକ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି