Masthead

କୃଷି ବିଲକୁ ଚିରିଦେଲେ କେଜ୍ରିୱାଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲୋକସଭାରେ ତରତର ହୋଇ କୃଷି ବିଲ ପାରିତ କରିବାର କୋଣସି ଆବଶ୍ୟକତା ନଥିଲା । ରାଜ୍ୟସଭାରେ ଏହା ଉପରେ ଭୋଟ ହୋଇ ନଥିଲା । ତଥାପି କେନ୍ଦ୍ର ସରକାର କୃଷି ବିଲ ଲାଗୁ କରି ସମଗ୍ର ଦେଶର କୃଷକ ମାନଙ୍କୁ ଅସନ୍ତୋଷର ଦାନା ଯୋଗାଇଛନ୍ତି । ବ୍ରିଟିଶ ଠାରୁ କମ ନୁହଁନ୍ତି କେନ୍ଦ୍ର ସରକାର ।କେନ୍ଦ୍ର ସରକାରଙ୍କୁ ଏଭଳି କଟାକ୍ଷ କରି କଟୁ ଭାଷାରେ ସମାଲୋଚନା କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭାର ଅଧିବେଶନ ଆରମ୍ଭରେ ଉଦ୍ବୋଧନ ଦେଇ କେଜ୍ରିୱାଲ କହିଛନ୍ତି ,ଦେଶର କୃଷକ ମାନଙ୍କୁ ଆମେ ବିଟ୍ରେ କରିପାରିବା ନାହିଁ । ସେମାନେ ଅନ୍ନଦାତା । ।ସେମାନଙ୍କର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବା ନିର୍ବାଚିତ ସରକାରଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ମଧ୍ୟ । ଏହା କହି ସେ କୃଷି ବିଲକୁ ଚିରିଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ