Masthead

ଚିଲିକାରେ ପକ୍ଷୀଗଣନା ଆରମ୍ଭ

ଚିଲିକା(ବଡ଼ ଖବର ବ୍ୟୁରୋ): ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀଗଣନା । ୫ଟି ରେଞ୍ଜରେ ୨୧ ଟିମ୍ ପକ୍ଷୀଗଣନାରେ ନିୟୋଜିତ ରହିଛନ୍ତି । ମୋଟ ୧୧୧ କର୍ମଚାରୀଙ୍କୁ ନେଇ ଏହି ଗଣନା କରାଯିବ । ବନ୍ୟପ୍ରାଣୀ ବିଭାଗ, ସିଡିଏ କର୍ମଚାରୀ, ଓୟୁଏଟି ଛାତ୍ର ଛାତ୍ରୀ ଓ ପକ୍ଷୀ ବିଶାରଦମାନଙ୍କୁ ନେଇ ଗଣନା କରାଯିବ । ଏହି ଟିମ ପୁରୀ ଜିଲ୍ଲାର ଶାତପଡା, ଗଞ୍ଜାମ ଜିଲ୍ଲାର ରମ୍ଭା ଓ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅଂଚଳରେ ଗଣନା କରୁଛନ୍ତି । ସକାଳ ୬ରୁ ୧ପର୍ଯ୍ୟନ୍ତ ପକ୍ଷୀଗଣନା ଚାଲିବ । ନଳବଣ ପାଇଁ ୪ଟିମ୍, କୃଷ୍ଣପ୍ରସାଦ ୧, ସାତପଡା ୪, ଟାଙ୍ଗି ୮, ବାଲୁଗାଁ ୫, ନୂଆପଡାରେ ୧ ଓ ରମ୍ଭାରେ ୩ଟି ଟିମ୍ ନିୟୋଜିତ ହୋଇଛନ୍ତି । ୨ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କୁ ଚିଲିକା ଭିତରକୁ ବାରଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ