Masthead

ଏଥର ହେବନି ‘ତାଜ ମହୋତ୍ସବ’

ନୂଆଦିଲ୍ଲୀ : ଫେବୃଆରୀ ୧୮ ରୁ ଆରମ୍ଭ ହେବାକୁ ଥିବା ୧୦ ଦିନିଆ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ତାଜ ମହୋତ୍ସବ’କୁ ବାତିଲ କରାଯାଇଛି । ପ୍ରତିବର୍ଷ ବିଭିନ୍ନ ବର୍ଗର ପର୍ଯ୍ୟଟକ ତଥା ତାଜମହଲ ନିକଟରେ ଅବସ୍ଥିତ ଶିଳ୍ପାଗ୍ରାମ କମ୍ପ୍ଲେକ୍ସରେ ନିଜର କଳା ପ୍ରଦର୍ଶନ କରିବାକୁ ଦେଶର ବିଭିନ୍ନ ସ୍ଥାନରୁ କାରିଗରମାନେ ଆସିଥାନ୍ତି । ଏହି କାର୍ଯ୍ୟକ୍ରମକୁ ବାତିଲ କରାଯିବାରୁ ଆଗ୍ରା ପର୍ଯ୍ୟଟକ ନିରାଶ ହୋଇଛନ୍ତି । କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ୧୦ ଦିନିଆ କାର୍ଯ୍ୟକ୍ରମ କରିବା ସମ୍ଭବ ନୁହେଁ କହିଛନ୍ତି ବିଭାଗୀୟ କମିଶନର ଅନିଲ କୁମାର । ଗତ ୨୪ ଘଣ୍ଟା ମଧ୍ୟରେ ନଅଟି ପଜିଟିଭ ରିପୋର୍ଟ ମିଳିଥିଲା । ଯାହା ୧୦,୩୪୮କୁ ବୃଦ୍ଧି ହୋଇଥିବାବେଳେ ୧୭୧ ଜଣଙ୍କର ମୃତ୍ୟୁ ଘଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ