Masthead

ଛାତ୍ରଙ୍କୁ ହେଉଥିଲା ଅସୁବିଧା: ବଦଳିଗଲା ‘ମୋ ବସ୍’ ଟାଇମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଏମବିଏସ ସ୍କୁଲର ଜଣେ ଛାତ୍ର ‘ମୋ ବସ୍’ରେ ସ୍କୁଲ ଯିବା ଆସିବାକୁ ନେଇ ଆଇପିଏସଙ୍କୁ ଟ୍ୱିଟ କରିଛନ୍ତି । ଛାତ୍ରଙ୍କର ନାମ ସାଇ ଅନ୍ୱେଶ । ମୋ ବସ୍ ର ସମୟକୁ ନେଇ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଆଇପିଏସ ଅରୁଣ ବୋଥ୍ରାଙ୍କୁ ସେ ଟ୍ୱିଟ କରିଥିଲେ ।

ପ୍ରତିଦିନ ବିଦ୍ୟାଳୟକୁ ସେ ‘ମୋ ବସ୍’ ରେ ଯିବାଆସିବା କରନ୍ତି । ମାତ୍ର ତାଙ୍କ ସ୍କୁଲ ସମୟ ୭.୩୦ ରହିଥିବା ବେଳେ, ବସ୍ ୭.୪୦ ରେ ଆସି ପହଞ୍ଚିଥାଏ । ଯଦ୍ୱାରା ସେ ବିଳମ୍ବରେ ସ୍କୁଲରେ ପହଞ୍ଚନ୍ତି । ପରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ।

ଏହି ଅଭିଯୋଗ ପରେ ଆଇପିଏସ ଅରୁଣ ବୋଥ୍ରା ତତ୍ପରତା ଦେଖାଇ ‘ମୋ ବସ୍’ ସମୟକୁ ପରିବର୍ତ୍ତନ କରାଇଛନ୍ତି । ବସ୍ ସମୟକୁ ୭.୪୦ ରୁ ୭.୦୦ କରିଛନ୍ତି । ଯାହାଫଳରେ ସାଇଙ୍କୁ ସ୍କୁଲ ଯିବାରେ ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର