Masthead

କାଲି ସ୍କୁଲ ଖୋଲିଛି, ଆଜି ୨୬ ଶିକ୍ଷକ ପଜିଟିଭ

ଗଜପତି (ବଡ଼ ଖବର ବ୍ୟୁରୋ): କାଲିଠୁ ରାଜ୍ୟରେ ସ୍କୁଲ ଖୋଲିଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ହେଉଛି ଫିଜିକାଲ କ୍ଲାସ । ହେଲେ ଗଜପତି ଜିଲ୍ଲାରେ ୨୬ ଶିକ୍ଷକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଯାହା ପ୍ରଶାସନର ଚିନ୍ତା ବଢାଇଦେଇଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ସମୁଦାୟ ୩୧ପଜିଟିଭଙ୍କ ମଧ୍ୟରେ ୨୬ଜଣ ଶିକ୍ଷକ ଥିବାବେଳେ ୨ଜଣ ଛାତ୍ର ମଧ୍ୟ ଅଛନ୍ତି । ସ୍କୁଲ ଖୋଲିବା ପୂର୍ବରୁ କ୍ଳାସରୁମ,ଲାଇବ୍ରେରୀ, ଶୌଚାଳୟକୁ ସାନିଟାଇଜ କରାଯିବା ସହ କର୍ମଚାରୀ ମାନଙ୍କର  କୋଭିଡ ଟେଷ୍ଟ ହୋଇଥିଲା । ତେବେ ସଂକ୍ରମିତ ଶିକ୍ଷକ ମାନଙ୍କୁ ସ୍କୁଲ ଯିବାକୁ ବାରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ସିଡିଏମ୍ଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ