Masthead

ବଞ୍ଚିବାର ରାହା ଦେଖାଉଛି ଲେମନ ଗ୍ରାସ

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ମହିଳାଙ୍କୁ ରୋଜଗାର ବାଟ ଦେଖାଇଲା ଲେମନ ଗ୍ରାସ । ସୁବର୍ଣ୍ଣପୁର ଜିଲ୍ଲା ଲକର୍ମା ଗାଁରେ ସ୍ଥାପନ ହୋଇଛି ଲେମନ ଗ୍ରାସ ପ୍ରୋସେସିଂ ୟୁନିଟ । ପ୍ରସ୍ତୁତ ଚାଲିଛି ତେଲ । ଜିଲ୍ଲାପାଳ ମୋଚିଷା ବାନାର୍ଜୀ ଏହି ପ୍ରୋସେସିଂ ୟୁନିଟର ଶୁଭାରମ୍ଭ କରିଛନ୍ତି । ତେଲ ଉତ୍ପାଦନ କରି ୨ ପଇସା ରୋଜଗାର କରିବାର ଆଶା ବାନ୍ଧିଛନ୍ତି ମହିଳାମାନେ । ଗାଁରେ ଥିବା ପଡିଆ ଜମିରେ ଲେମନ ଗ୍ରାସ ଚାଷ ପରେ ସେଥିରୁ ପ୍ରସ୍ତୁତ ହେଉଛି ତେଲ । ଉତ୍ପାଦନ ହେଉଥିବା ତେଲ କିଣିବାକୁ ଗୋଟିଏ କମ୍ପାନୀ ସହ ଚୁକ୍ତି ହୋଇଛି । ସିଧାସଳଖ କମ୍ପାନୀ ଏହିଠୁ ତେଲ କିଣିବ । ଲିଟର ପିଛା ୧ ହଜାର ଟଙ୍କାରେ ତେଲ ବିକି ମହିଳାମାନେ ଲାଭବାନ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ