Masthead

ଫେବୃଆରୀ ୧୮ରେ ଆଇପିଏଲ ନିଲାମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଫେବୃଆରୀ ୧୮ରେ ହେବ ଆଇପିଏଲ ସିଜିନ ୧୪ ପାଇଁ ନିଲାମୀ । ବୁଧବାର ବିସିସିଆଇ ଏନେଇ ଘୋଷଣା କରିଛି । ଏହି ନିଲାମୀ ଚେନ୍ନାଇରେ ଅନୁଷ୍ଠିତ ହେବ । ଇଣ୍ଡିଆନ ସୁପର ଲିଗ ମିନି ନିଲାମୀ ପୂର୍ବରୁ ବିଭିନ୍ନ ଫ୍ରାଂଚାଇଜ ଖେଳାଳିଙ୍କୁ ମୁକ୍ତ କରିଛି । ୮ ଫ୍ରାଂଚାଇଜ ମୋଟ ୧୩୯ ଖେଳାଳିଙ୍କୁ ରଖିଥିବା ବେଳେ ୫୩ ଜଣ ଖେଳାଳିଙ୍କୁ ଛାଡିଛି । ଚଳିତ ଆଇପିଏଲ ଭାରତରେ ହେବ କି ନାହିଁ ତାହା ଏଯାବତ ସ୍ଥିର ହୋଇନାହିଁ । କିନ୍ତୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବାରମ୍ବାର କହିଛନ୍ତି କି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗକୁ ଭାରତରେ କରିବାକୁ ସମସ୍ତ ପ୍ରୟାସ କରାଯିବ । ଯଦି ଏହି ଆଇପିଏଲ ନିଲାମୀ କଥା କହିବା ତାହାଲେ କିଙ୍ଗସ୍ ଏକାଦଶ ପଞ୍ଜାବ ପାଖରେ ୫୩ କୋଟି ୨୦ ଲକ୍ଷ ଥିବା ବେଳେ କୋଲକତା ନାଇଟ ରାଇର୍ଡସ ଓ ସନ ରାର୍ଜସ ହାଇଦ୍ରାବାଦ ପାଖରେ ୧୦ କୋଟି ୭୫ ଲକ୍ଷ ପାଣ୍ଠି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ