Masthead

ସହିଦ ଦିବସରେ ‘ସମାଲୋଚନା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ବଡ଼ । ମାଟି ମା’ର ସୁରକ୍ଷା ପାଇଁ ଜୀବନକୁ ଆହୂତି ଦେଇଥିବା ବୀରପୁଙ୍ଗବ ତଥା ଆମ ଭଳି ଜଣେ ସାଧାରଣ ଜନତା, ଏ ଜାତିର କର୍ଣ୍ଣଧାର ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ପ୍ରତିବର୍ଷ ଜାନୁଆରୀ ୩୦କୁ ସହିଦ ଦିବସଭାବେ ପ୍ରତିଟି ଭାରତୀୟ ପାଳନ କରିଆସୁଛନ୍ତି । ଏହି ଦିନ ହିଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ତାଙ୍କର ଦେଶପ୍ରେମ ଓ ଦେଶଭକ୍ତିର ବାର୍ତ୍ତା ଆଗାମୀ ପିଢି ପାଇଁ ପହଞ୍ଚାଇବା ସହିଦ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

ସହିଦ ଦିବସରେ ଆତ୍ମପ୍ରକାଶ କରିବାକୁ ଯାଉଛି ଭିନ୍ନ ସ୍ୱାଦର ନ୍ୟୁଜ ସାପ୍ତାହିକ ‘ସମାଲୋଚନା’ । ଏହାର ସମସ୍ତ ବିଷୟ ବସ୍ତୁ କାର୍ଟୁନ ମାଧ୍ୟମରେ ହିଁ ଉପସ୍ଥାପିତ ହେବ । ପ୍ରଜାତନ୍ତ୍ରର ଚତୁର୍ଥ ସ୍ତମ୍ଭର ସଚ୍ଚା ସିପାହୀ ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ ସହ ମିଶି କାର୍ଯ୍ୟ କରିବ ‘ସମାଲୋଚନା’ । ଭୁବନେଶ୍ୱର ୟୁନିଟ ୩ସ୍ଥିତ ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ (କେଶରୀ ହଲ ପଛପଟ) ରେ ଆସନ୍ତା ୩୦ସହିଦ ଦିବସରେ ଅପରାହ୍ନ ୪ଟାରେ ଲୋକାର୍ପିତ ହେବ ‘ସମାଲୋଚନା’ ।

ପ୍ରତି ସପ୍ତାହରେ ପ୍ରକାଶ ପାଇବ ଭିନ୍ନ ସ୍ୱାଦର ନ୍ୟୁଜ ସପ୍ତାହିକ ‘ସମାଲୋଚନା’ । ୧୨ ପୃଷ୍ଟା ବିଶିଷ୍ଟ ‘ସମାଲୋଚନା’ ର ୬ ପୃଷ୍ଠା ରଙ୍ଗୀନ । ବାର୍ଷିକ ଦେୟ ୨୦୦୦ ଟଙ୍କା । ଜଣେ ଚାହିଁଲେ ମ।ସିକ ୨୦୦ ଟଙ୍କା ଦେଇ ଗ୍ରାହାକ ହୋଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼