ବଜେଟ ପରେ ବଢୁଛି ସେନସେକ୍ସ

ନୂଆଦିଲ୍ଲୀ (ବଡ଼ ଖବର): ବଜେଟ୍ ପରେ ପୁଣି ପୁଞ୍ଜି ବଜାରରେ ବଡ଼ ପରିବର୍ତ୍ତନ ହୋଇଛି । ବଜେଟ ଆଗତ ପରେ ହୁ ହୁ ହୋଇ ବଢିବାରେ ଲାଗିଛି ସେନସେକ୍ସ । ଦ୍ୱିତୀୟ ଥର ପାଇଁ ସେନସେକ୍ସ ପୁଣି ୫୦ ହଜାର ପାର କରିଛି । ଗତକାଲି ଠାରୁ ଷ୍ଟକ ବଜାରରେ ବଢିବାରେ ଲାଗିଛି ପଏଣ୍ଟ । ନିଫ୍ଟି ମଧ୍ୟ ୧୪ ହଜାର ୫୦୦ ପାର କରିଛି । ଗତକାଲି ୨ ହଜାରରୁ ଅଧିକ ପଏଣ୍ଟ ବଢିଥିଲା । ସେନସେକ୍ସ ୯୭୯.୮୭ ପଏଣ୍ଟ ବଢି ୪୯,୮୮୦.୪୮ରେ ପହଞ୍ଚିଛି । ଏବଂ ନିଫ୍ଟି ମଧ୍ୟ ୩୫୬ ପଏଣ୍ଟ ବଢି ୧୪, ୬୩୪ରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ