Masthead

ସୀମାରେ ଶାନ୍ତି ଫେରିବ !

ଅରୁଣାଚଳ ପ୍ରଦେଶ (ବଡ଼ ଖବର ବ୍ୟୁରୋ): ଶେଷ ହୋଇଛି ଭାରତ-ଚୀନ ମଧ୍ୟରେ ଦଶମ ପର୍ଯ୍ୟାୟ କମାଣ୍ଡ ସ୍ତରୀୟ ଆଲୋଚନା । ପୂର୍ବ ଲଦାଖରେ  ସାମରିକ ଘାଟିରୁ ସୈନ ପ୍ରତ୍ୟାହାର ପାଇଁ ନୂଆଦିଲ୍ଲୀ ପକ୍ଷରୁ ଅପିଲ କରାଯାଇଛି । ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ଦୀର୍ଘ ୧୬ଘଂଟାର ଆଲୋଚନା ହୋଇଥିବା ସୂଚନା ମିଳିଛି । ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଚୁସୁଲ-ମୋଲଦୋ କ୍ଷେତ୍ରରେ ଏହି ବୈଠକ ବସିଥିଲା ।

ପୂର୍ବ ଲଦାଖର ହଟସ୍ପିଙ୍ଗ, ଗୋଗରା, ଡେସପାଙ୍ଗ, ଅଂଚଳରେ ଥିବା ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ହଟାଇବାକୁ ଚୀନକୁ କହିଛି ନୂଆଦିଲ୍ଲୀ । ଏବଂ ଡେସପାଙ୍ଗ ଅଂଚଳର ଭାରତୀୟ ସୈନ୍ୟଙ୍କ ପାଟ୍ରୋଲିଂରେ ବାଧା ନପହଂଚାଇବା ପାଇଁ କହିଛି ଭାରତ । ଏହି ବୈଠକରେ ବାର ଥର ପ୍ରତିନିଧିତ୍ୱ କରିଥିଲେ ଫୋର୍ଟିନ କ୍ରପସ କମାଣ୍ଡର ଲେଫ୍ଟନାଂଟ ପି.ଜି.କେ ମେନନ ଓ ଚୀନ ପକ୍ଷରୁ ସାଉଥ ଜିଙ୍ଗଜିଆଙ୍ଗ ମିଲିଟାରି ଡିଷ୍ଟିକ ଚିଫ ମେଜର ଜେନେରାଲ ଲିୟୁ ଲିନ ଆଲୋଚନାରେ ଭାଗ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା