Masthead

ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସରିବ କେବେ ?

ବାଲିଗୁଡା — କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାକ ବିଦ୍ୟାଳୟ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ମାଗଣାରେ ୦ରୁ ୬ ବର୍ଷ ବୟସ୍କ ପିଲାଙ୍କ ପାଇଁ ଶିଶୁ ଖାଦ୍ୟ ସୁଷମ ଖାଦ୍ୟ ଅଣ୍ଡା ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାଙ୍କ ପାଇଁ ଶୁଖିଲା ଖାଦ୍ୟ ଛତୁଆ ଆଦି ଯୋଗାଣ ସହ ନିଜସ୍ୱ ଗୃହରେ ରହିଛି ପ୍ରାକ ଶିକ୍ଷା ର ବ୍ୟବସ୍ଥା ।
କନ୍ଧମାଳ ଜ଼ିଲ୍ଲାରେ ଚିତ୍ର ଅଲଗା ବହୁ ସଂଖ୍ୟାରେ ନିଜସ୍ଵ ଗୃହ ନଥିବା ରୁ ବିପଦ ସଂକୁଳ ଅବସ୍ଥାରେ ଶିକ୍ଷଣ କାର୍ଯ୍ୟକ୍ରମ ଚାଲିଛି ତ ଆଉ କେଉଁଠି ଭଡାଘରେ ଅଙ୍ଗନବାଡି କେନ୍ଦ୍ର ଚାଲୁଛି ପୁଣି ଅଙ୍ଗନବାଡି କର୍ମୀ ନିଜ ହାତରୁ ଭଡ। ଦେଇ କେନ୍ଦ୍ର ଚଳାଉଛନ୍ତି ।
ଏହି ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ କ ନୂଆଗାଁ ବ୍ଲକ କାର୍ଯାଳୟ ଠାରୁ ମାତ୍ର ଏକ କିଲୋମିଟର ଦୂରବର୍ତ୍ତୀ କଂଜାମେଣ୍ଡି ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ପୁରୁଣା କୋଠା ଭାଙ୍ଗିବାର ଦୀର୍ଘ ଆଠ ମାସରୁ ଉର୍ଦ୍ଧ ସମୟ ବିତିଯାଇଛି ଠିକାଦାର ପୁନାଦି ଖୋଳିଚି ବାଲି ପକାଇଛି କିନ୍ତୁ କାମ ଆରମ୍ଭ କରିନିଏନେଇ ଗ୍ରାମବାସୀ ବହୁବାର ବିଭାଗୀୟ ଅଧିକାରୀ ଓ ବିଡ଼ିଓ ଅବଗତ କରଥିଲେ ସୁଦ୍ଧା ଫଳ ଶୂନ ଓଲଟି ଏହି ବିଷୟରେ ପଚାରିଲେ ମହିଳାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି ।
ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଜରୁରୀ ରହିଛି ଅତିଶୀଘ୍ର ଅଙ୍ଗନବାଡି ଗୃହ ନିର୍ମାଣ କରାନଗଲେ ମହିଳା ସଂଘ ଓ ଗ୍ରାମବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା